OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 29th January 2019

Odia Rashiphala

Odia Rashiphala

 ଦୁର୍ବାର ସାହସରେ କାର୍ଯ୍ୟ କରିବେ । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । ସେବା କାର୍ଯ୍ୟକୁ ଜୀବନର ବ୍ରତ ଭାବେ ଗ୍ରହଣ କରିପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ । ପତ୍ନୀଙ୍କ ସୁପରାମର୍ଶ ଉପାଦେୟ ହେବ ।
ଗୃହ କାର୍ଯ୍ୟରେ ମନୋନିବେଶ କରିବେ । ବନ୍ଧୁ ମିଳନର ସୁଯୋଗ ସୃଷ୍ଟି ହୋଇଛି । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ଚକ୍ଷୁ ଯନ୍ତ୍ରଣା ଅନୁଭବ କରିପାରନ୍ତି । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଶତ୍ରୁହନ୍ତା ହେବେ ।
 ହଠାତ୍ ଦୂର ଯାତ୍ରା କରିବାର ସୂଚନା ମିଳୁଛି । ଭୀତିତ୍ରସ୍ତ ହୋଇପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନଲାଭ ହୋଇପାରେ । ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ । ଧାର୍ମିକ, ତେଜସ୍ୱୀ ଓ ବ୍ୟକ୍ତି ବିଶେଷ ହେବେ ।
ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ଉଦାର ସ୍ୱଭାବର ହେବେ । ଦାନଶୀଳ ହେବେ । ଶୋଭନ ବ୍ୟକ୍ତିର ଅଧିକାରୀ ହୋଇପାରନ୍ତି । କୃଷିରୁ ଲାଭ ମିଳିବ ।
ଅଜଣାରେ ଆତଙ୍କିତ ହୋଇପାରନ୍ତି ।ନିଜକୁ କଳହ ମୁକ୍ତ ରଖି ପାରିଲେ ସଫଳତା ମିଳିବ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହୋଇପାରନ୍ତି । ମିଷ୍ଟଭାଷୀ ଭାବେ ଆଦରଣୀୟ ହେବେ । ପ୍ରେମୀ ଓ ସାହସୀ ହେବେ । ସୁଖ ମିଳିବ ।
ଆୟବୃଦ୍ଧିର ସୂଚନା ମିଳୁଛି । ସାମାଜିକ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ଭାଗ୍ୟଶାଳୀ ହେବେ । ବିଭିନ୍ନ ଦିଗରୁ ଧନାଗମ ହୋଇପାରେ । ମଧୁରଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହେବେ । ଉଦାର ବିଦ୍ୟାପ୍ରେମୀ ହେବେ ।
ଆତ୍ମୀୟମାନଙ୍କ ଦ୍ୱାରା ଅସୁବିଧାରେ ପଡ଼ିପାରନ୍ତି । ମନ ଆକୁଳିତ ହୋଇପାରେ । ତଥାପି ଐଶ୍ୱର୍ଯ୍ୟଯୁକ୍ତ ହେବେ । ରୋଜଗାର ଆଶାନୁରୂପ ହେବ । ସୁଖାଦ୍ୟ ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ । ମୋକଦ୍ଦମା ଜିଣିବେ । ଧନଲାଭ ହେବ ।
 ଧନପ୍ରାପ୍ତ ହୋଇ ସୁଖରେ ସାଂସରିକ ଜୀବନ ଯାପନ କରିପାରନ୍ତି । ଅପରାହ୍ନରୁ ଶ୍ରୀଚନ୍ଦ୍ର ଭୋଗ୍ ହେଉଥିବାରୁ ମଧ୍ୟାନ୍ନଭୋଜନ ରୁଚିକର ହେବ । ମଧୁରଭାଷୀ ହୋଇପାରନ୍ତି । ସାହସୀ ଓ ଜ୍ଞାନୀ ହେବେ । ଧାର୍ମିକ ହେବେ । ଖର୍ଚ୍ଚାନ୍ତ ହେବେ ।
ମାନସିକ ଅଶାନ୍ତିର ପରିସମାପ୍ତି ଘଟିବ । ସାଧନାରେ ସିଦ୍ଧିଲାଭ କରିବେ । ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହୋଇପାରନ୍ତି । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହେବେ । ବିଭାଗୀୟ ସ୍ତରରେ ସମ୍ମାନିତ ହେବେ ।
ଚାକିରି କ୍ଷେତ୍ରରେ ପଦୋନ୍ନତି ହେବାର ସମ୍ଭାବନା ଅଛି । ଆୟ୍ ବୃଦ୍ଧିର ସୂଚନା ମିଳୁଛି । କୂଳ ଉଦ୍ଧାରକ ହେବେ । ମନପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଦୟାଳୁ ହେବେ । ଯଶସ୍ୱୀ ହୋଇପାରନ୍ତି ।
ତରବର ହେଲେ କ୍ଷତିରେ ପଡ଼ିବେ । ଦ୍ରବ୍ୟ ନଷ୍ଟ ହୋଇପାରେ । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ ବିଳାଶରେ ଅତିବାହିତ ହେବ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସାହସୀ ହେବେ ।
 ଉପୁଜି ଥିବା ପରିସ୍ଥିତିରୁ ଉଧୁରି ଯିବେ । ସେବା ପୂଜାରେ ମନୋନିବେଶ କରିପାରନ୍ତି । ଈର୍ଷା ପରିତ୍ୟାଗ କଲେ ସଫଳତା ମିଳିବ । ସ୍ୱାଭିମାନୀ ହେବେ । ଶାରୀରିକ ଦୁର୍ବଳତା ଅନୁଭବ କରିବେ । ବ୍ୟବସାୟରେ ଉନ୍ନତି ହେବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments