OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 12th February 2019

Odia Rashiphala

Odia Rashiphala

ଭିତରେ ଭାତୃ ବିବାଦ ଉଙ୍କି ମାରିପାରେ । ପ୍ରତାରିତ ହୋଇପାରନ୍ତି । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ । ଯଶସ୍ବୀ ହେବେ । ଲୋଭାସକ୍ତ ହୋଇପାରନ୍ତି । ବିନୀତ ସ୍ୱଭାବର ହେବେ ।
ଧର୍ମ-ଧାରଣାରେ ଉତ୍ସର୍ଗୀକୃତ ମନୋଭାବ ରହିବ । ଧନକ୍ଷୟ ହେବାର ସମ୍ଭାବନା ଅଛି । ବାଦାନୁବାଦର ସମ୍ମୁଖୀନ ହେବେ । ଶାସ୍ତ୍ରାଭ୍ୟାସୀ ହେବେ । ବିନୀତ ସ୍ୱଭାବର ହୋଇପାରନ୍ତି । ସ୍ତ୍ରୀ ଧନ ହେତୁ ସୁଖୀ ହୋଇପାରନ୍ତି ।
ଦେବପୂଜାରେ ନିୟୋଜିତ ହେବେ । ଆୟ ବୃଦ୍ଧିହେବାର ସୂଚନା ମିଳୁଛି । ବ୍ୟବସାୟ ଲାଭଜନକ ହେବ । କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବେ । ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି । ବୁଦ୍ଧିମାନର ପରିଚୟ ଦେବେ ।
ବ୍ୟବସାୟ ଲାଭଜନକ ହୋଇପାରେ । ସାଧନାରେ ସିଦ୍ଧିଲାଭ କରିବେ। କର୍ମରେ ଢ଼େର ଉନ୍ନତି ଆଶାକରାଯାଏ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟିହେବ । ବିବାଦରେ ବିଜୟ ଲାଭ କରିପାରନ୍ତି । ମହାଧନ ପ୍ରାପ୍ତ ହେବେ । ଉତ୍ତମ ଭୋଜନ ମିଳିବ ।
ଦୂରୁହ କାର୍ଯ୍ୟରେ ସଫଳତା ଅବଶ୍ୟ ମିଳିବ । ସେବା କାର୍ଯ୍ୟରେ ନିୟୋଜିତ ହେବେ । ଶୁଭ ସମ୍ବାଦ ପାଇ ଉତ୍‌ଫୁଲ୍ଲିତ ହୋଇପାରନ୍ତି । ପାରିବାରିକ ସୁଖ, ସମୃଦ୍ଧି ଆଶା କରାଯାଏ । ବହୁଦିନ ଆଶାପୂର୍ଣ୍ଣ ହେବାର ସୂଚନା ମିଳୁଛି ।
ଦୁରୂହ ସଂପର୍କ ବନ୍ଧୁଙ୍କ ଦ୍ବାରା ଉପକୃତ ହେବେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ପରିସ୍ଥିତି ପ୍ରତିକୂଳ ରହିପାରେ । ସମ୍ମାନିତ ହେବେ । ଯଶସ୍ୱୀ ହୋଇପାରନ୍ତି । ମାନସିକ ଅଶାନ୍ତି ଦୂର ହେବ । ସର୍ବତ୍ର ସୁଖ ମିଳିବ । ବିଜୟୀ ହେବେ ।
ପାରିବାରକି ବିଶୃଙ୍ଖଳାର ଅବସାନ ଘଟିପାରେ । କର୍ମକ୍ଷେତ୍ରରେ ସାଧାରଣ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ମନ ପ୍ରଫୁଲ୍ଲିତ ରହିବ । ସୁଖରେ ଦିନଟି ଅତିବାହିତ କରିପାରନ୍ତି । ଶାସ୍ତ୍ର ପରିତ୍ୟାଗ ଯୋଗୁଁ ମହାଭୟ ପାଇ ପାରନ୍ତି ।
କୌଣସି କାରଣରୁ ମାନସିକ ସ୍ତରରେ ବିଷାଦିତ ହୋଇପାରନ୍ତି । ସାମାନ୍ୟ ଅସୁସ୍ଥତୁ ଅନୁଭବ କରବେ । ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି । ଦେବ ଦର୍ଶନ କରି ଶାନ୍ତି ଓ ସନ୍ତୋଷ ଲାଭ କରିବେ । ସୁସ୍ଥ ରହିବେ । ଶତ୍ରୁ ଦମନ କରବେ ।
ସେବାମୂଳକ କାର୍ଯ୍ୟରେ ଆଗ୍ରହୀ ହୋଇପାରନ୍ତି । ଲେଖା-ପଢ଼ାରେ ପାରଦର୍ଶୀ ହେବେ । ଗୃହକାର୍ଯ୍ୟରେ ଧ୍ୟାନ ଦେବେ । ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସଯୋଗ ସୃଷ୍ଟି ହୋଇଛି । ପାରିବାରିକି ସୁଖ ମିଳିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରବେ ।
ପରିସ୍ଥିତି ଲାଭପ୍ରଦ ହୋଇପାରେ । ଚିନ୍ତାଧାରା ଉନ୍ନତମାନର ହେବ । ନୂଆ ବନ୍ଧୁ ଜୁଟି ପାରନ୍ତି । ଉତ୍ତମ ଗୃହରେ ବସତି ସ୍ଥାପନ କରିପାରନ୍ତି । କୃଷି କାର୍ଯ୍ୟରେ ଲାଭବାନ ହେବେ । ଯାନବାହନ ଚଳାଚଳ ସୁଖଦାୟକ ହୋଇପାରେ ।
ଦେବ ଦର୍ଶନରେ ଆନନ୍ଦ ମିଳିବ । ମନୋବଳ ଦୃଢ଼ ରହିବ । ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି । ଉଚ୍ଚ ଆଶା ଫଳବତୀ ହେବ । ଠାକୁରଙ୍କ ପୂଜାରେ ନିମଗ୍ନ ହୋଇପାରନ୍ତି । କର୍ମକ୍ଷେତ୍ରରେ ସଫଳତା ଲାଭ କରବେ । କାର୍ଯ୍ୟରେ ତତ୍ପର ହେବେ ।
ବାପାଙ୍କ ଭଗ୍ନ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତି ହୋଇପାରନ୍ତି । ଅନୁରୋଧ ରକ୍ଷା କରି ସହଯୋଗ କରବେ । କର୍ତ୍ତବ୍ୟନିଷ୍ଠ ହେବେ । ଧର୍ମ-କର୍ମ ସମ୍ପାଦନ କରିପାରନ୍ତି । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । ଅଗମ୍ୟ ସ୍ଥାନରେ ଅକ୍ଳେଶରେ ପହଞ୍ଚିଯିବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments