![]() |
କର୍ମ ଫଳ ଭୋଗ କରିପାରନ୍ତି । ଥକି ପଡ଼ିଥିବାରୁ ବିଶ୍ରାମ ଗ୍ରହଣ କରିବାକୁ ଇଚ୍ଛୁକ ହେବେ । ବୁଦ୍ଧିମାନର ପରିଚୟ ଦେବେ । ଯାନବାହନ ସୁଖ ମିଳିବ । ଧନ ସହିତ ଶ୍ରେଷ୍ଠ ମାନ୍ୟତା ପୁତ୍ର ସୁଖ ମିଳିପାରେ । |
ମାନସିକ ସ୍ତରରେ ପ୍ରଫୁଲ୍ଲତା ବୃଦ୍ଧିହେବ । ଭୋଜନରେ ଅସନ୍ତୋଷ ପ୍ରକାଶ କରିପାରନ୍ତି । ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଶଭୁକାର୍ଯ୍ୟ କରଣୀୟ । ଆନନ୍ଦ ଉପଭୋଗ କରିବେ । | |
ନୂତନ ଗବେଷଣା ପ୍ରତି ଆଗ୍ରହୀ ହେବେ । ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ ସମ୍ପାଦନ କରିପାରନ୍ତି । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । ଋଣ ପରିଶୋଧ କରିପାରନ୍ତି | |
ପରିଶ୍ରମ ଅଧିକ ହୋଇପାରେ । ଅର୍ଥପ୍ରାପ୍ର ସୁଯୋଗ ସୃଷ୍ଟି ହୋଇଛି । ଶୁଭ ଖବର ପାଇ ଖୁସି ହେବେ । ଅଧ୍ୟୟନରତ ହେବାର ସୂଚନା ମିଳୁଛି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଦିନଟି ମଧ୍ୟମ ଧରଣର । | |
ଶୁଭେଚ୍ଛୁମାନଙ୍କଠାରୁ ସମବେଦନା ଗ୍ରହଣ କରିପାରନ୍ତି କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ । ପରିଶ୍ରମର ମୂଲ୍ୟ ମିଳିବ। ପତ୍ନୀଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି । ବହୁଭାଷୀ ହେବା ଆଶା କରାଯାଏ । | |
ନିଷ୍ଠାପର ଭାବେ କାର୍ଯ୍ୟ ସମ୍ପାଦନ କରିବେ । ନେତୃତ୍ୱ ଲାଭ କରିବେ । ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳତା ଦେଖା ଦେଇପାରେ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଦିଅଁ ଦର୍ଶନ ମିଳିବ । ସରକାରୀ ସ୍ତରରୁ ଲାଭ ମିଳିବ । | |
ଏପରି କାର୍ଯ୍ୟ କରନ୍ତୁ ଯେଉଁଥିରେ କି ଅପବାଦର ସତ୍ତା ନ ରହିବ । ମନ ବିଷାଦିତ ହୋଇପାରେ । ସୁଖୀ ସ୍ୱଭାବର ହୋଇପାରନ୍ତି । ଶ୍ରେଷ୍ଠତା ଲାଭ କରିବେ । ଯଶସ୍ୱୀ ହୋଇପାରନ୍ତି । ଜ୍ଞାନ-ଗରିମା ଲୋକାଦୃତ ହେବେ । | |
ଆୟ ଆଶାନୁରୂପ ହେବ । ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ୍ ହେବେ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ଓ ନିରାମୟ ରହିବେ । ନୂଆ ବନ୍ଧୁ ଜୁଟିବେ । ଚିନ୍ତାଧାରା ଉନ୍ନତମାନର ହେବ । | |
ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ବିବାଦୀୟ ବିତର୍କରେ ଭାଗ ନେଇ ଚୁପ୍ ରୁହନ୍ତୁ । ଯାତ୍ରା ସ୍ଥଗତି ରହିବ । ଖର୍ଚ୍ଚ ପରିମାଣ ବୃଦ୍ଦି ପାଇପାରେ । ମଧୁର ବଚନରେ ଅନ୍ୟମାନଙ୍କର ମନ କିଣି ପାରନ୍ତି । ଭାତୃଭାବ ଅତୁଟ ରହିବ। | |
ନୂତନ ଆୟ ପନ୍ଥା ମିଳିପାରେ । କର୍ମ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ଶୁଭ ଖବର ପାଇ ଖୁସି ହେବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ । ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଅର୍ଥ ପ୍ରାପ୍ତ ହେବ । | |
ଗୁରୁଜନଙ୍କ ପାଇଁ କଷ୍ଟ ସ୍ୱୀକାର କରିପାରନ୍ତି । ସାମାଜିକ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । ବିଜୟୀ ହେବେ । | |
ବିଦ୍ୟାର୍ଥୀ ଓ ମହିଳା ଯତ୍ନଶୀଳ ହେବେ । କର୍ମକ୍ଷେତ୍ରରେ ଉତ୍ସାହିତ ହୋଇ କାର୍ଯ୍ୟ ସମ୍ପାଦନ କରିପାରନ୍ତି । ସଫଳତା ନିଶ୍ଚିତ ମିଳିବ । କ୍ଷମତାର ଅଭିବୃଦ୍ଧି ଘଟାଇଇ ତା’ର ସଦ୍ବ୍ୟବହାର କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । |
Odia Calendar 2019
Comments
comments