![]() |
ନୂତନ ଆୟପନ୍ଥା ଆଦରି ନେବେ। ସରକାରୀ ବା ବନ୍ଧୁ ସହାୟତା ପାଇ ଲାଭବାନ୍ ହେବେ। ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ରଣାଙ୍ଗନରେ ବିଜୟୀ ହେବେ। ମାଲି-ମୋକଦ୍ଦମାରେ ବିଜୟୀ ହେବେ। ଧନ ଲାଭର ସୁଯୋଗ ରହିଛି। |
ମାନସିକ ଉତ୍ତେଜନା ବୃଦ୍ଧିହେଲେ ବି କିଛି କ୍ଷତି ହେବ ନାହିଁ। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। କଫଜନିତ ପୀଡା ଅନୁଭବ କରିପାରନ୍ତି। ଚଞ୍ଚଳ ସ୍ୱଭାବର ହୋଇପାରନ୍ତି। ମଧୁରଭାଷୀ ହେବେ। ଖର୍ଚ୍ଚାନ୍ତ ହୋଇପାରନ୍ତି। ସାହସୀ ଓ ଜ୍ଞାନୀ ହେବେ। | |
ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ଆୟ ଆଶନୁରୂପ ହେବ। ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। | |
ଆସ୍ଥାସ୍ଥାପନ କରିପାରନ୍ତି। କୁଳଦୀପକ ହେବେ। ମନରେ ପ୍ରସନ୍ନତା ଦେଖା ଦେବ। ଆଜି ଦିନଟି ଖୁବ୍ ଶାନ୍ତିରେ ଅତିବାହିତ କରିପାରନ୍ତି। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରିପାରନ୍ତି। ପାରିବାରିକ ସୁଖ ମିଳିବ। | |
ଭାବିଚିନ୍ତି କାର୍ଯ୍ୟର ଶୁଭାରମ୍ଭ କରନ୍ତୁ। ଆବଶ୍ୟକ ପଡ଼ିଲେ ବିଶ୍ରାମ ନେଇପାରନ୍ତି। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ ବିଳାସରେ ଅତିବାହିତ କରିବେ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। | |
ବନ୍ଧୁ ସହଯୋଗ ପାଇ ଖୁସି ହୋଇପରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ଈର୍ଷା ପରାୟଣ ହେବେ। ସ୍ୱାଭିମାନୀ ହୋଇପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତା ଅବଲମ୍ବନ କରିପାରନ୍ତି। | |
ଯାତ୍ରା କାଳରେ ଆନନ୍ଦ ଅନୁଭବ କରିବେ। ସେବା ପୂଜାରେ ନିଜକୁ ନିୟୋଜିତ କରିପାରନ୍ତି। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। ବେଳେ ବେଳେ ଅହଂ ମନୋଭାବ ଉଦ୍ରେକ ହୋଇପାରେ। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ। ପତ୍ନୀଙ୍କ ଅଧୀନ ହେବେ। | |
ଆକସ୍ମିକ ବିପଦରୁ ଉଧୁରି ଯାଇପାରନ୍ତି। ନିଜ କାର୍ଯ୍ୟ ପାଇଁ ମନରେ ଅହଂଭାବ ଆସିପାରେ। ବଦଖର୍ଚ୍ଚୀ ହୋଇପାରନ୍ତି। ଚକ୍ଷୁରେ ପୀଡା ଉପୁଜି ପାରେ। ସୁସ୍ଥ ଓ ନିରାମୟ ରହିବେ। ଧନଲାଭ ହେବ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଦର ମିଳିବ। | |
ବିପଦ ଦୂରେଇ ଯିବ। କଳହଠାରୁ ନିଜକୁ ଦୂରେଇବା ଉଚିତ୍ ହେବ। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ଧାର୍ମିକ ଓ ତେଜସ୍ୱୀ ହୋଇପାରନ୍ତି। | |
କୃତକର୍ମ ପାଇଁ ଲଜ୍ଜିତ ହୋଇପାରନ୍ତି। ନିଜକୁ କଳହ ମୁକ୍ତ ରଖନ୍ତୁ। ଉଦାର ସ୍ୱଭାବର ହୋଇପାରନ୍ତି। ଦାନଶୀଳ ହେବେ। ସୁଖୀ ହେବେ। ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ। କୃଷି କର୍ମକାରୀ ହୋଇପାରନ୍ତି। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ସ୍ଥାନରେ ରହିବେ। | |
ବିପଦ ଅନ୍ୟାୟସରେ ଦୂରେଇ ଯିବ। କାର୍ଯ୍ୟ କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। ମନ ଭୁଲା କଥା କହି ଅଧସ୍ତନ କର୍ମଚାରୀଙ୍କ ଠାରୁ କାର୍ଯ୍ୟ ଆଦାୟ କରିବାରେ ସମର୍ଥ ହେବେ। ଥଣ୍ଡା-କଫଜନିତ ପୀଡ଼ାରେ ଆକ୍ରାନ୍ତ ହେବେ। ସୁଖୀ ହେବେ। | |
ବ୍ୟବସାୟରେ ପ୍ରାୟତଃ ଲାଭବାନ୍ ହୋଇପାରନ୍ତି। ଆଶାବାଦୀ ହେବେ। ବିଭିନ୍ନ ଦିଗରୁ ଧନାଗମ ହେବ। ଭାଗ୍ୟଶାଳୀ ହେବେ। ଜଣେ ଜ୍ଞାନୀ, ଗୁଣୀ ଭାବେ ସାମାଜିକ ଆଦର ଲାଭ କରିବେ। ପରିଦେଶ ବାସୀ, ମଧରଭୁାଷୀ,ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। |
Odia Calendar 2019
Comments
comments