OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 17th January 2019

Odia Rashiphala

Odia Rashiphala

ଆଳସ୍ୟ ପରାୟଣ ହେଲେ ବି ଜଣେ ନୀତିନିଷ୍ଠ ବ୍ୟକ୍ତିଭାବେ ସାମାଜିକ ସ୍ତରରେ ଗୌରବର ଅଧିକାରୀ ହେବେ । ଧର୍ମ କାର୍ଯ୍ୟରେ ନିୟୋଜିତ ମେଷ : ଆଳସ୍ୟ ପରାୟଣ ହେଲେ ବି ଜଣେ ନୀତିନିଷ୍ଠ ବ୍ୟକ୍ତିଭାବେ ସାମାଜିକ ସ୍ତରରେ ଗୌରବର ଅଧିକାରୀ ହେବେ । ଧର୍ମ କାର୍ଯ୍ୟରେ ନିୟୋଜିତ  ହେବେ । କର୍ମକ୍ଷେତ୍ର ଉଜ୍ଜଳମୟ ହେବ । ବ୍ୟବସାୟ ଲାଭଜନକ ହେବ ।
ବହୁ ଭ୍ରମଣରେ ରୋଜଗାରର ମାତ୍ରା ବଢ଼ିବ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନ ମିଳିବ । ସରକାରୀ ଓ ବନ୍ଧୁ ସହାୟତାରୁ  ଲାଭବାନ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ନୂଆ ବନ୍ଧୁ ଜୁଟିବେ । ଚିନ୍ତାଧାରା ଉନ୍ନତମାନର ହେବ ।
ଚେଷ୍ଟା ଫଳବତୀ ହେବ । କଷ୍ତସାଧ୍ୟ ହୋଇପାରେ । ଅତ୍ୟଧିକ ବ୍ୟୟର ସମ୍ମୁଖିନ ହେବେ । ମନରେ ଉଦବେଗ ଜାତ ହୋଇପାରେ । ସରଳ ଓ ନିରାଡମ୍ବର ଜୀବନ-ଯାପନ କରିପାରନ୍ତି । ମଧୁର ବାକ୍ୟ ବିନିମୟରେ ଜନାଦୃତ ହେବେ ।
କାର୍ଯ୍ୟରେ ପରିବର୍ତ୍ତନ ଦେଖା ଦେଇପାରେ । ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ସ୍ତରରୁ ଧନଲାଭ ହୋଇପାରେ । ବ୍ୟବହାରରେ କୁଶଳତା ଆପଣଙ୍କୁ ମହାନ କରିପାରେ । ବିଳାସ ବ୍ୟସନ କରିପାରନ୍ତି ।
କାର୍ଯ୍ୟରେ ସଫଳତା ଲାଭ କରିବେ । ଉପୁଜି ଥିବା ସମସ୍ୟାର ସମାଧାନ ହେବ । ମନରେ ପ୍ରଫୁଲ୍ଲତା ଆସିବ । ପାରିବାରିକ ସୁଖ, ଶାନ୍ତି  ଅବ୍ୟାହତ ରହିବ । କର୍ମକ୍ଷେତ୍ର ସହଜ ସୁଗମ ହେବ । ସରକାରୀ କୃପା ମିଳିବ ।
ଆପଣଙ୍କ ପାଖରେ ଥିବା ସବୁଗୁଣ ବିକଶିତ ହୋଇପାରେ । ଭାଗ୍ୟର ପରିବର୍ତ୍ତନ ଘଟାଇ ପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।  ହସଖୁସିରେ ଦିନ ବିତାଇପାରନ୍ତି । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ପତ୍ନୀ ଅସୁସ୍ଥ ରହିବେ ।
ମନରେ ବ୍ୟାକୁଳତା ଭାବ ଦେଖା ଦେବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି  । ବୃଥା ଚେଷ୍ଟା ନକରିବା ଭଲ । କେବଲ ଯୁଗ୍ମ  ବ୍ୟବସାୟ ଲାଭଜନକ ହେବ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଉଚ୍ଚସ୍ଥାନ ଆରୋହଣ ଓ ଜଳଯାତ୍ରା ମନା ।
ଦୂରଯାତ୍ରା କରିଆର ସୁଯୋଗ ଜୁଟିଛି । ସୁଖ-ସମ୍ମାନ ଲାଭ କରିବେ । ଅବିବାହିତଙ୍କର ମନୋରମା କନ୍ୟା ସହିତ ବିବାହ ସମୃଦ୍ଧ ସ୍ଥିର ହୋଇପାରେ । ସୁବର୍ଣ୍ଣାଦି ମୂଲ୍ୟବାନ୍ ଧାତୁଦ୍ରବ୍ୟ ପ୍ରାପ୍ତ ହେବ । ବନ୍ଧୁ ସହାୟତା ପାଇ ଖୁସି ହେବେ ।
ଚାକିରି କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ମନରେ ଅହଂଭାବ ଜାଗରିତ ହୋଇପାରେ । ଅସୁସ୍ଥତାରୁ ଆରୋଗ୍ୟ ହୋଇ କର୍ମ ଚଞ୍ଚଳ ରହିବେ । ଧର୍ମକାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ପ୍ରୀତି ଲାଭ କରିବେ ।
ବୃଥା ଆଲୋଚନା କରି ସମୟ ନଷ୍ଟ କରିପାରନ୍ତି । ପ୍ରତାରିତ ହେବା ଆଶା କରାଯାଏ । ଦାମ୍ପତ୍ୟ ସୁଖ ମିଳିବ । ମିଷ୍ଟାନ୍ନ ପ୍ରାପ୍ତ ହେବ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ବୁଦ୍ଧି ବିବେକ ଖଟାଇ କାର୍ଯ୍ୟ କରିବେ ଓ ନିରାମୟ ଜୀବନ ଯାପନ କରିବେ ।
ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ମଧ୍ୟମ ଧରଣର ଶୁଭଫଲ ମିଳିବ । ତେଜୀୟାନ୍ ହେବେ । ଉତ୍ତମ ପତ୍ନୀଙ୍କ ଆହଚର୍ଯ୍ୟ  ମିଳିପାରେ । ଧର୍ମପ୍ରିୟ ହୋଇପାରନ୍ତି । ସର୍ବ କଳାରେ ଦକ୍ଷତା ପ୍ରତିପାଦନ କରିପାରନ୍ତି । ଗଣ ପ୍ରଧାନ ହେବେ ।
ଆର୍ଥିକ ଦୂରବସ୍ଥାର ପରିବର୍ତ୍ତନ ଘଟିବ । ସଂଗଠନର ନେତୃତ୍ୱ ନେଇ ସଂସ୍ଥାକୁ ମଜଭୁତ ସ୍ଥିତିରେ ରଖିବେ । ଦେବ ଦର୍ଶନର ସୁଯୋଗ ଅଛି । କର୍ମ କୁଶଳତା ଆପଣଙ୍କୁ ମହାନ୍ କରି ଗଢ଼ି ତୋଳିବେ । ଉଚ୍ଚ ସମ୍ମାନ ପାଇ ପ୍ରଶଂସିତ ହୋଇପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments