OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Sunday 15 December 2018

Odia Rashiphala

Odia Rashiphala

ଆଜିର ଦିନରେ ଆପଣଙ୍କ ମନ ଚଚଂଳ ରହିବ । ବିଭିନ୍ନ କାରଣରୁ ଅନ୍ୟମନସ୍କ ରହିପାରନ୍ତି । ନିଚ୍ଛା ସତ୍ୱେ ବ୍ୟୟ କରିବାକୁ ପଡିପାରେ । ଗୃହ ଉପକରଣ କ୍ରୟ କରିବାରେ ବ୍ୟସ୍ତ ରହିପାରନ୍ତି । ଦିନଟି ମଧ୍ୟମ ଧରଣର ରହିବ ।
ଆଜିର ଦିନରେ ଆପଣଙ୍କ ସବୁ କାର୍ଯ୍ୟ ସୁଚାରୁରୂପେ ହୋଇଯିବ । ଯେଉଁ ଆଡେ ଯିବେ ସେଠାରେ ସମ୍ମାନ ଲାଭ କରିପାରନ୍ତି । ଶୁଭଫଳ ପ୍ରାପ୍ତି ହୋଇପାରେ । ଧନ ପ୍ରାପ୍ତିର ଯୋଗ ରହିଛି । ଭୂମି, ଗାଡି କ୍ରୟ କରିପାରନ୍ତି ।
ଆଜି ଦିନଟି ଆପେଣଙ୍କ ପାଇଁ ସେତେଟା ଭଲ ନହୋଇପାରେ । ବହୁ ପରିଶ୍ରମ ସତ୍ୱେ କମ୍ ସଫଳତା ମିଳିବ । ହଠାତ୍ ଖର୍ଚ୍ଚାନ୍ତରେ ପଡିପାରେନ୍ତି । ଗୁପ୍ତ ଚିନ୍ତା ଲାଗି ରହିବ । ପ୍ରେମ କ୍ଷେତ୍ରରେ ଚିନ୍ତିତ ରହିବେ ।
ଯେଉଁ କର୍ମରେ ହାତ ଦେବେ ସେଠାରୁ ସଫଳତା ପ୍ରାପ୍ତି ହେବ । ବିଭିନ୍ନ ଦିଗରୁ ଲାଭବାନ୍ ହୋଇପାରନ୍ତି । ନୂତନ କର୍ମ ଆରମ୍ଭ ପାଇଁ ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ ହୋଇପାରେ । ବିଭିନ୍ନ ସ୍ଥାନରୁ ପ୍ରତିଶୃତି ମିଳିବ ।
ପରିଶ୍ରମ ତଥା ନିଜର ବୁଦ୍ଧି ବିବେକ ବଳରେ ଫଳ କରାୟତ କରିବେ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ପିତୃବର୍ଗୀୟ ଲୋକଙ୍କର ସାନ୍ନିଧ୍ୟ ଲାଭ କରିବେ । ହଠାତ୍ ଦୂର ସ୍ଥାନକୁ ଭ୍ରମଣ କରିପାରନ୍ତି ।
ହତାଶ ଓ ନିରାଶଷ ମଧ୍ୟ ଦେଇ ଦିନଟି ଗତି କରିବ । ଧାର୍ମିକ ମନଭାବ ସୃଷ୍ଟି ହେବା ସହ ଧର୍ମ ଦିଗରେ ମନବଳାଇବେ । ଅବସାଦରୁ ମୁକ୍ତି ପାଇଁ ନିଜର ଇଷ୍ଟ ଦେବଙ୍କୁ ପ୍ରାର୍ଥନା କରନ୍ତୁ । ଆୟ ଅପେକ୍ଷା ବ୍ୟୟ ଅଧିକ ହେବ ।
ଶରୀରରେ ପୀଡା ଅନୁଭବ କରିପାରନ୍ତି । ହଠାତ୍ ଖର୍ଚ୍ଚାନ୍ତରେ ପଡିବା ସମ୍ଭାବନା ରହିଛି । ଭାବି ଚିନ୍ତି କାର୍ଯ୍ୟ କରନ୍ତି ନଚେତ୍ ଅପମାନ ପାଇବା ଆଶା ରହିଛଇ । ଅଯଥା ଚିନ୍ତା ଆପଣଙ୍କୁ ଭାରାକ୍ରାନ୍ତ କରିବ ।
କାର୍ଯ୍ୟପୂର୍ଣ୍ଣ ହେବାର ସମସ୍ତ ସୁଯୋଗ ଥିବା ସତ୍ୱେ କାମଟି ଛୁଲା ଅବସ୍ଥାରେ ରହିବ । ନିଜପ୍ରତି ଧ୍ୟାନ ଦେବା ଉଚିତ୍ କାରଣ ଶରୀରରେ ଅଘାତ ଲାଗବାର ସମ୍ଭାବନା ରହିଛି । ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ମନ ଉଦାସ ରହିପାରେ ।
ଆଜି ଦିନରେ ଆପଣ ଶତ୍ରୁମାନଙ୍କଠାରୁ ବିଜୟ ପ୍ରାପ୍ତ କରିପାରନ୍ତି । ନୂତନ କାର୍ଯ୍ୟସ୍ଥଳକୁ ଯାଇ ପୁରାତନ କାର୍ଯ୍ୟସ୍ଥଳ ତ୍ୟାଗ କରିପାରନ୍ତି । ଅନେକ ସ୍ଥରରୁ ବିପରିତ ଫଳ ମିଳିପାରେ ତଥା ଶରୀରରେ ବିଭିନ୍ନ ପ୍ରକାର ପୀଡା ଅନୁଭବ କରିପାରନ୍ତି ।
ଆର୍ଥିକ ସ୍ଥିତି ମନକୁ ଅସ୍ଥିତର କରିପାରେ । ଅର୍ଥ ଋଣ କରିପାରନ୍ତି । ସନ୍ତାନ ସନ୍ତତିଙ୍କୁ ନେଇ ଚିନ୍ତିତ ରହିବା ସହ ମାତୃ ସମ୍ବନ୍ଧିୟ ଚିନ୍ତା ମଧ୍ୟ ରହିବ । ଆଜିର ଦିନଟି ସେତେଟା ଆପଣଙ୍କ ପାଇଁ ଭଳ ନହୋଇପାରେ ।
ପରିଶ୍ରମ ଅନୁସାରେ ଫଳ ମିଳିବ ନାହିଁ । ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିପାରେ । ମାନ ସମ୍ମାନ କ୍ଷେତ୍ରରେ ଜଗି ରଖି ଚଳନ୍ତୁ ନଚେତ୍ ମାନହାନୀ ଘଟିପାରେ । ହଠାତ୍ କୌଣସି ଖବର ପାଇଁ ମନ ଚିନ୍ତିତ
ଦୂର ସ୍ଥାନକୁ ଯାତ୍ରା କରପାରନ୍ତି । ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ । ଦ୍ରବ୍ୟ ନଷ୍ଟ କିମ୍ବା ଶରୀରରେ ପୀଡା ଭୋଗି ପାରନ୍ତି । ବିଭିନ୍ନ ଦିଗରୁ ଅପମାନିତ ହେବା ଆଶଙ୍କା ରହିବି ।

For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments