![]() |
ସାହସ ବାନ୍ଧି ଅସାଧ୍ୟ ସାଧନ କରପାରନ୍ତି। ଆୟ ଆଶାନୁରୂପ ହେବ। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନତ ହେବେ। |
ପରିସ୍ଥିତି ପ୍ରତି ସଜାଗ ରହବାକୁ ପଡିବ। କୁଳ ମର୍ଯ୍ୟାଦା ରକ୍ଷା କରବାରେ ସକ୍ଷମ ହେବେ। ମନ ପ୍ରସନ୍ନ ରହିବ। ଦୟାଳୁ ସ୍ବଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହୋଇପାରନନ୍ତି। ପାରିବାରିକ ସ୍ନେହ ରହିବ। | |
ଭାଗ୍ୟଶାଳୀ ହେବେ। ଦିନଟି ଭୋଗ-ବିଳାସରେ ବିତାଇ ପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ। ଉଦ୍ୟୋଗୀ ହୋଇପାରନ୍ତି। | |
ସଫଳତାର ନିକଟବର୍ତ୍ତୀ ହୋଇପାରନ୍ତି। ସୁଖ- ସମ୍ମାନ ଲାଭ କର ପାରନ୍ତି। ଇର୍ଷା ପରାୟଣ ହେବେ। ବାଚାଳ ହେବେ। ସ୍ବାଭମାନୀ ହୋଇପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କରେ ଚଳିବେ। | |
କର୍ମ ପ୍ରବଣତା ପ୍ରକାଶ ପାଇବ। ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜସେବୀ ହୋଇପାରନ୍ତି। ମନରେ ଅହଂ ଭାବ ଜାଗ୍ରତ ହୋଇପାରେ। ଶାନ୍ତ ଓ ଧର୍ଯ୍ୟବାନ୍ ହେବେ। ପତ୍ନୀଙ୍କ ପ୍ରଭାବ ଅଧିକ ହେବ। | |
ନିଜ କାର୍ଯ୍ୟରେ ସଫଳତା ଲାଭ କରିବେ। ମନୋବଳ ଦୃଢ଼ ରହବ। ଅଯଥା ଖର୍ଚ୍ଚାନ୍ତ ହେବେ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ଶରୀର ସୁସ୍ଥ ରହିବ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଚମତ୍କାରିକ ଲାଭପ୍ରାପ୍ତ ହେବ। | |
ବିଚାର, ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳିୁଛ। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ଧାର୍ମିକ ଓ ତେଜସ୍ବୀ ହୋଇପାରନ୍ତି। ସୁଖୀ ହେବେ। | |
ଲକ୍ଷ୍ୟ ହାସଲ କରିବେ; ମାତ୍ର ବିଳମ୍ବର ସୂଚନା ମିଳୁଛି। ଉଦାର ପ୍ରକୃତିର ହୋଇପାରନ୍ତି। ଦାନ-ଧର୍ମକୁ ପ୍ରାଧାନ୍ୟ ଦେଇ ପାରନ୍ତି। ସୁଖୀ ହେବେ। ଶୋଭନ ବ୍ୟକ୍ତ୍ୱର ଉଦାହରଣ ପାଲଟିବେ। ଯାନ-ବାହନ ସୁଖ ମିଳିବ। କାର୍ଯ୍ୟରେ ଶ୍ରେଷ୍ଠ ହେବେ। | |
ଶିକ୍ଷା କ୍ଷେତ୍ରରେ ସଫଳତା ମଳିବ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହୋଇପାରନ୍ତି। ମିଷ୍ଟଭାଷୀ ହେବେ। ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ଭାଇମାନଙ୍କ ଠାରୁ ଆଦର, ସମ୍ମାନ ମିଳିବ। ଧାର୍ମିକ ଓ ବନ୍ଧୁପ୍ରେମୀ ହେବେ। | |
କୃତକର୍ମ ପାଇଁ ଲଜ୍ଜିତ ହେବେ। ଆଳସ୍ୟ ପରାୟଣ ହୋଇପାରନ୍ତି; ତଥାପି ଭାଗ୍ୟଶାଳୀହେବେ। ବିଶିଷ୍ଟ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ। ମଧୁର ଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ବିଦ୍ୟାପ୍ରେମୀ ହେବେ। ମିତ୍ର ସୁଖ ମିଳିବ। | |
ଶିକ୍ଷାକ୍ଷେତ୍ରରେ ଅପୂର୍ବ ସଫଳତା ମଳିବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ସୁସ୍ୱାଦୁ ଭୋଜନ ମଳିବ। ଐଶ୍ୱର୍ଯ୍ୟଯକ୍ତୁ ହୋଇପାରନ୍ତି। ଯୁଦ୍ଧ କ୍ଷେତ୍ରରେ ବୀର ସୈନକର ପରିଚୟ ସୃଷ୍ଟି କରିବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନ ଲାଭ ହେବ। | |
କର୍ମକ୍ଷେତ୍ରରେ ସାମୟିକ ଭାବେ ଅଶାନ୍ତି ସୃଷ୍ଟି ହୋଇପାରେ। ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ମିଠା କଥା କହି ବିରୋଧୀଙ୍କ ମନକୁ ବଶ କର ପାରନ୍ତି। ଧାର୍ମିକ ପ୍ରବୃତ୍ତିର ହେବେ। ସାହସୀ ଓ ଜ୍ଞାନୀ ହୋଇପାରନ୍ତି। |
Odia Calendar 2019
Comments
comments