Odia Rashiphala

Odia Rasiphala Saterday 22th June 2019

Daily Odia Horoscope

 ସାହସ ବାନ୍ଧି ଅସାଧ୍ୟ ସାଧନ କରପାରନ୍ତି। ଆୟ ଆଶାନୁରୂପ ହେବ। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନତ ହେବେ।
ପରିସ୍ଥିତି ପ୍ରତି ସଜାଗ ରହବାକୁ ପଡିବ। କୁଳ ମର୍ଯ୍ୟାଦା ରକ୍ଷା କରବାରେ ସକ୍ଷମ ହେବେ। ମନ ପ୍ରସନ୍ନ ରହିବ। ଦୟାଳୁ ସ୍ବଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହୋଇପାରନନ୍ତି। ପାରିବାରିକ ସ୍ନେହ ରହିବ।
 ଭାଗ୍ୟଶାଳୀ ହେବେ। ଦିନଟି ଭୋଗ-ବିଳାସରେ ବିତାଇ ପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ। ଉଦ୍ୟୋଗୀ ହୋଇପାରନ୍ତି।
ସଫଳତାର ନିକଟବର୍ତ୍ତୀ ହୋଇପାରନ୍ତି। ସୁଖ- ସମ୍ମାନ ଲାଭ କର ପାରନ୍ତି। ଇର୍ଷା ପରାୟଣ ହେବେ। ବାଚାଳ ହେବେ। ସ୍ବାଭମାନୀ ହୋଇପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କରେ ଚଳିବେ।
କର୍ମ ପ୍ରବଣତା ପ୍ରକାଶ ପାଇବ। ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜସେବୀ ହୋଇପାରନ୍ତି। ମନରେ ଅହଂ ଭାବ ଜାଗ୍ରତ ହୋଇପାରେ। ଶାନ୍ତ ଓ ଧର୍ଯ୍ୟବାନ୍ ହେବେ। ପତ୍ନୀଙ୍କ ପ୍ରଭାବ ଅଧିକ ହେବ।
ନିଜ କାର୍ଯ୍ୟରେ ସଫଳତା ଲାଭ କରିବେ। ମନୋବଳ ଦୃଢ଼ ରହବ। ଅଯଥା ଖର୍ଚ୍ଚାନ୍ତ ହେବେ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ଶରୀର ସୁସ୍ଥ ରହିବ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଚମତ୍କାରିକ ଲାଭପ୍ରାପ୍ତ ହେବ।
ବିଚାର, ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳିୁଛ। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ଧାର୍ମିକ ଓ ତେଜସ୍ବୀ ହୋଇପାରନ୍ତି। ସୁଖୀ ହେବେ।
ଲକ୍ଷ୍ୟ ହାସଲ କରିବେ; ମାତ୍ର ବିଳମ୍ବର ସୂଚନା ମିଳୁଛି। ଉଦାର ପ୍ରକୃତିର ହୋଇପାରନ୍ତି। ଦାନ-ଧର୍ମକୁ ପ୍ରାଧାନ୍ୟ ଦେଇ ପାରନ୍ତି। ସୁଖୀ ହେବେ। ଶୋଭନ ବ୍ୟକ୍ତ୍ୱର ଉଦାହରଣ ପାଲଟିବେ। ଯାନ-ବାହନ ସୁଖ ମିଳିବ। କାର୍ଯ୍ୟରେ ଶ୍ରେଷ୍ଠ ହେବେ।
ଶିକ୍ଷା କ୍ଷେତ୍ରରେ ସଫଳତା ମଳିବ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହୋଇପାରନ୍ତି। ମିଷ୍ଟଭାଷୀ ହେବେ। ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ଭାଇମାନଙ୍କ ଠାରୁ ଆଦର, ସମ୍ମାନ ମିଳିବ। ଧାର୍ମିକ ଓ ବନ୍ଧୁପ୍ରେମୀ ହେବେ।
କୃତକର୍ମ ପାଇଁ ଲଜ୍ଜିତ ହେବେ। ଆଳସ୍ୟ ପରାୟଣ ହୋଇପାରନ୍ତି; ତଥାପି ଭାଗ୍ୟଶାଳୀହେବେ। ବିଶିଷ୍ଟ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ। ମଧୁର ଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ବିଦ୍ୟାପ୍ରେମୀ ହେବେ। ମିତ୍ର ସୁଖ ମିଳିବ।
ଶିକ୍ଷାକ୍ଷେତ୍ରରେ ଅପୂର୍ବ ସଫଳତା ମଳିବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ସୁସ୍ୱାଦୁ ଭୋଜନ ମଳିବ। ଐଶ୍ୱର୍ଯ୍ୟଯକ୍ତୁ ହୋଇପାରନ୍ତି। ଯୁଦ୍ଧ କ୍ଷେତ୍ରରେ ବୀର ସୈନକର ପରିଚୟ ସୃଷ୍ଟି କରିବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନ ଲାଭ ହେବ।
କର୍ମକ୍ଷେତ୍ରରେ ସାମୟିକ ଭାବେ ଅଶାନ୍ତି ସୃଷ୍ଟି ହୋଇପାରେ। ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ମିଠା କଥା କହି ବିରୋଧୀଙ୍କ ମନକୁ ବଶ କର ପାରନ୍ତି। ଧାର୍ମିକ ପ୍ରବୃତ୍ତିର ହେବେ। ସାହସୀ ଓ ଜ୍ଞାନୀ ହୋଇପାରନ୍ତି।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments

Tags

Leave a Reply

Your email address will not be published. Required fields are marked *

Back to top button
Close
X