OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Monday 11th February 2019

Odia Rashiphala

Odia Rashiphala

ସମସ୍ତ ଅସୁବିଧା ଖୁବ୍ ଶ୍ରୀଘ୍ର ଦୂର ହେବ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ରୋଜଗାର ଆଶାନୁରୂପ ହେବ । ମାଲିମୋକଦ୍ଦମାରେ ବିଜୟୀ ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।
ପରୋପକାର କରିବେ; ମାତ୍ର ଅପଦସ୍ତ ହୋଇପାରନ୍ତି । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ନେତ୍ର ପୀଡ଼ା ଅନୁଭବ କରିପାରନ୍ତି । ମଧୁରଭାଷୀ ହେବେ । ସାହସୀ ଓ ଜ୍ଞାନୀ ହେବେ ।
ଆର୍ଥିକ ସ୍ଥିତିର ଅଗ୍ରଗତି ଘଟିପାରେ । ଧନ ପ୍ରାପ୍ତିର ସୂଚନା ମିଳୁଛି । ସୁସ୍ଥ ଓ ନିରାମୟ ରହିବେ । ଯଶସ୍ବୀ ହୋଇପାରନ୍ତି । ଲୋକପ୍ରିୟତା ଅର୍ଜନ କରିବେ । ସରକାରୀ ଅର୍ଥ ସହ ସମ୍ମାନ ମିଳିବ ।
ସକାଳୁ ଉଠିବା ପରେ କିଛି ସମୟ ପାଇଁ ସାମାନ୍ୟ ଅସସ୍ଥୁତା ଅନୁଭବ କରିପାରନ୍ତି । ସତ୍‌ସଙ୍ଗୀ ହେବେ । କୁଳଦୀପକ ଭାବେ ବଂଶ ମର୍ଯାଦାକୁ ଆଲୋକିତ କରିବେ । ଦୟାଳୁ ହେବେ । ବ୍ୟବସାୟ ଲାଭଜନକ ହେବ ।
କିଛି ଭୁଲ କାର୍ଯ୍ୟ କରି ଅନୁତପ୍ତ ହୋଇପାରନ୍ତି । ଦାନ-ଧର୍ମରେ ଦୀକ୍ଷିତ ହୋଇ ମହାପୁଣ୍ୟ ଅର୍ଜନ କରିବେ । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ-ବିଳାସରେ ଅତିବାହିତ କରିବେ । ସୁଖ-ସମୃଦ୍ଧି ପୂର୍ଣ୍ଣ ଜୀବନ ଯାପନ କରିବେ । ସୁଖୀ ହେବେ ।
ବିଜ୍ଞ ଲୋକ ସହିତ ବନ୍ଧୁତା ସୃଷ୍ଟି କରିବେ । ଦିନଟି ସୁଖମୟ ହେବ । କଷ୍ଟକର ହେବ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ସ୍ୱାଭିମାନୀ ହୋଇପାରନ୍ତି । ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି । ମିତ୍ରମାନେ କରଛଡ଼ା ଦେଇପାରନ୍ତି ।
ପରିବାରର ଅତି ନିଜଲୋକଙ୍କ ପାଇଁ ଅସୁବିଧା ଉପୁଜିପାରେ। ବ୍ୟବସାୟ ଲାଭଜନକ ହେବ । ସମାଜ ସେବାରେ ନିଜକୁ ଉତ୍ସର୍ଗ କରିବେ । ଶାନ୍ତ ଓ ଧର୍ଯ୍ୟବାନ୍ ହେବେ । ପତ୍ନୀଙ୍କ କଥାରେ ପରିଚାଳିତ ହୋଇପାରନ୍ତି। କାର୍ଯ୍ୟରେ ସଫଳତା ମିଳିବ ।
ଦିନସାରା କାର୍ଯ୍ୟବ୍ୟସ୍ତ ରହିବେ । ନିଜ କାର୍ଯ୍ୟ ପାଇଁ ମନରେ ଗର୍ବଭାବ ଆସିପାରେ । ଅନାବଶ୍ୟକ ଖର୍ଚ୍ଚ କରିପାରନ୍ତି । ଭାଇମାନଙ୍କ ଉପରେ ସ୍ନେହ ସଦିଚ୍ଛା ଭାବ ରହିବ । ସୁସ୍ଥ ଓ ନିରାମୟ ରହିବେ । ବଳିଷ୍ଠ ଓ ଶ୍ରତୁହନ୍ତା ହେବା ଆଶାକରାଯାଏ ।
ଧୈର୍ଯ୍ୟର ସହ କାର୍ଯ୍ୟ କରି ସଫଳତା ପାଇଁ ଖୁସି ହୋଇପାରନ୍ତି । ଚଞ୍ଚଳ ଚେଷ୍ଟିତ ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ । ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପାଇଁ ଆଗ୍ରହୀ ହେବେ । ପୁତ୍ର ସୁଖ ମିଳିବା ଆଶାକରାଯାଏ ।
ନିଜକୁ କଳହମୁକ୍ତ ରଖିବାକୁ ଚେଷ୍ଟା କରିପାରନ୍ତି । ଉଦାର ସ୍ୱଭାବର ହେବେ । ଦାନ-ପୂଣ୍ୟ କରି ଆତ୍ମତୃପ୍ତି ଲାଭ କରିବେ । ଶୋଭନ ବ୍ୟକ୍ତିତ୍ବର ପରିଚୟ ସୃଷ୍ଟି କରିବେ। ସୁସ୍ଥ ଓ ନିରାମୟ ରହିବେ । କୃଷି ଖେତରୁ ଲାଭ ମିଳିବ ।
ଆୟର ସ୍ୱଚ୍ଛତା ଆପଣଙ୍କୁ ଖୁସି କରାଇ ନ ପାରେ। ଆପଣଙ୍କ ପରିଶ୍ରମର ମୂଲ୍ୟ ମିଳିବ । ମନ ପ୍ରସନ୍ନ ରହିବ । ଧାର୍ମିକ ହେବେ । ମିଷ୍ଟଭାଷୀ ହୋଇପାରନ୍ତି । ପ୍ରେମୀ ଓ ସାହସୀ ହେବେ । ସାନଭାଇଙ୍କ ଠାରୁ ଆଦରସମ୍ମାନ ମିଳିବ ।
ମାନସିକ ଚାପ ବୃଦ୍ଧି ହୋଇପାରେ । ସ୍ୱାଧୀନ ଭାବେ ମିଳି-ମିଶି କାର୍ଯ୍ୟ କରିବା କଷ୍ଟଦାୟକ ହେବ । ବିଭିନ୍ନ ଦିଗରୁ ଧନାଗମ ହୋଇପାରେ। ସହନଶୀଳ ହେବେ । ଶାନ୍ତିପ୍ରିୟ ହୋଇପାରନ୍ତି । ଉଦାର ଓ ବିଦ୍ୟାପ୍ରେମୀ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments