OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Friday 21th June 2019

Odia Rashiphala

Odia Rashiphala

ଭୋଜନାଦିରେ ତୃପ୍ତି ମିଳିବ। ଆୟ ଯଥେଷ୍ଟ ପରିମାଣର ହେବ। ମନରେ ସରସତା ଆସିବ। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। ଉନ୍ନତ ମାର୍ଗ ଅନୁସରଣ କରିପାରନ୍ତି।
ଶତ୍ରୁର ସମ୍ମୁଖୀନ ହେବେ। ଆୟ ଦ୍ୱିଗୁଣିତ ହୋଇପାରେ। ଭାଗ୍ୟଶାଳୀ ହେବେ। ମଧ୍ୟମ ଧରଣର ଶୁଭଫଳ ମିଳିବ। ପ୍ରତିଯୋଗିତାରେ ବିଜୟୀ ହେବେ। ଜନୈକା ମହିଳାଙ୍କ ଦ୍ୱାରା ଉପକୃତ ହେବେ। ପ୍ରାୟ ପ୍ରତ୍ୟେକ କାର୍ଯ୍ୟ‌ରେ ସଫଳତା ଲାଭ କରିପାରନ୍ତି।
ମନ ଦୁର୍ବଳ ରହିବ। ଅଷ୍ଟମ ଚନ୍ଦ୍ର ଓ ଘାତଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ। ଜଳଯାତ୍ରା କରିବା ଉଚିତ୍ ନୁହେଁ। ଶଭୁକାର୍ଯ୍ୟ ସ୍ଥଗିତ ରଖିବେ। ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହୋଇପାରେ।
ପାରିବାରିକ ଶାନ୍ତି ଅବ୍ୟହତ ରହିବ। ବନ୍ଧୁ ମିଳନ ଘଟିପାରେ। ଅର୍ଥ ସଞ୍ଚୟ କରିବେ । ମାନ୍ୟତା ପ୍ରାପ୍ତ ହେବେ। କାର୍ଯ୍ୟରେ ସଫଳତା ଲାଭ କରିପାରନନ୍ତି। ଅବିବାହିତଙ୍କର ମନୋରମା କନ୍ୟା ସହିତ ବିବାହ ସମ୍ବନ୍ଧ ସ୍ଥିର ହେବ। ସ୍ୱର୍ଣ୍ଣାଦି ଲାଭ ହେବ।
 ଆଶା-ଆଶଙ୍କାରେ ଦିନ ବିତାଇ ପାରନନ୍ତି। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ କାର୍ଯ୍ୟ କରିବେ । ନିରୀହ ପ୍ରକୃତିର ହେବେ। ଧର୍ମ ବିଧାନରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। ଶତ୍ରୁନାଶ କରିବାରେ ସକ୍ଷମ ହେବେ। ସୁଖରେ ଦିନଟି ବିତିବ।
ଧନପ୍ରାପ୍ତିର ସୂଚନା ମିଳୁଛି। ଧାର୍ମିକ ପ୍ରକୃତିର ହେବେ। ବିଜ୍ଞ ହୋଇପାରନ୍ତି। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ଜନସାଧାରଣଙ୍କ ପ୍ରିୟପାତ୍ର ହୋଇପାରନନ୍ତି। ସନ୍ ମାର୍ଗୀ ହେବେ। ବିନୟୀ ସ୍ୱଭାବର ହେବେ। ବ୍ୟବସାୟ ଲାଭବାନ୍ ହେବେ।
ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରିବେ । ମନରେ ସେବାଭାବ ଜାଗ୍ରତ ହୋଇପାରେ। ସୁପରାମର୍ଶ ଦାତା ହେବେ। ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ସତ୍ ସଙ୍ଗୀ ହେବେ। ଅନ୍ୟର ମଙ୍ଗଳ କାମନା କରି ନିଜେ ଅନୁଗୃହିତ ହେବେ।
 ପରିଶ୍ରମର ମୂଲ୍ୟ ମିଳିବ। କର୍ମକ୍ଷେତ୍ରରେ ଉନ୍ନତି ଘଟିବ। ଗୃହରେ ମାଙ୍ଗଳିକ କାର୍ଯ୍ୟର ଶୁଭାରମ୍ଭ ହେବ। ବ୍ୟବସାୟ ଲାଭଜନକ ହେବ। ବିବାଦରେ ବିଜୟୀ ହେବେ। ପ୍ରତିଯୋଗିତାରେ ଫଳ ଆପଣଙ୍କ ସପକ୍ଷରେ ଯିବ। ଗୃହ ପରିବେଶ ଠିକ୍ ରହିବ।
କାର୍ଯ୍ୟରେ ଅଗ୍ରଗତି ଘଟିବ। ମାତ୍ର ବିଳମ୍ବିତ ହୋଇପାରେ। ଅପେକ୍ଷା କଲେ ବହୁ ସୁଫଳର ଅଧିକାରୀ ହୋଇପାରନନ୍ତି। ତ୍ୟାଗ-ପୂତ ମନୋବୃତ୍ତି ଗ୍ରହଣ କରିପାରନ୍ତି। ନୀତିନିଷ୍ଠ ହେବେ। ଧନାଦିଯୁକ୍ତ ହୋଇପାରନ୍ତି। ଚଞ୍ଚଳମନା ହେବେ। କୀର୍ତ୍ତିମାନ୍ ହେବେ।
 ବିପଦ ଦୂରେଇ ଯିବ। ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ ହେବ। ଆୟ ବୃଦ୍ଧିର ସୂଚନା ମିଳୁଛି। ପରିବାରର ପାରସ୍ପରିକ ସ୍ନେହ, ସହାନୁଭୂତି ବଜାୟ ରହିବ। କର୍ମକ୍ଷେତ୍ରରେ ଶଭୁଫଳ ମିଳିବ। ସର୍ବାଙ୍ଗ ଉନ୍ନତି ଘଟିବାର ସୂଚନା ମିଳୁଛି। ସୁଖାଦ୍ୟ ମିଳିବ।
କର୍ମକ୍ଷେତ୍ରରେ ଅଗ୍ରଗତି ଘଟିବ। ଆନନ୍ଦ ଉତ୍ସବରେ ଦିନଟି ଅତିବାହିତ କରିପାରନ୍ତି। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ପାରିବାରିକ ଶାନ୍ତି ଅବ୍ୟାହତ ରହିବ। ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ବରିଷ୍ଠ ବ୍ୟକ୍ତିର ମାନ୍ୟତା ମିଳିବ।
କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧିହେବ। ଭାଗ୍ୟବାନ୍ ହେବେ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିବ। କୀର୍ତ୍ତିମାନ୍ ହୋଇପାରନ୍ତି। ଗୁଣବାନ୍ ହେବେ। ପ୍ରସନ୍ନତା ଲାଭ କରିବେ । ସୁଖ ମିଳିବ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments