OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Tuesday 26th April 2022

Odia Rashiphala

Odia Rashiphala

କାର୍ଯ୍ୟ ଫଳପ୍ରସୂହେବ। ସୁସ୍ଥ ରହିବେ ଆଭା, ପ୍ରଭା, ପ୍ରତିଭା ସମ୍ପନ୍ନ ହୋଇପାରନ୍ତି । ଲୋକପ୍ରିୟତା ଅର୍ଜନ କରିପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତି ସୂଚନା ମିଳୁଛି।
କୁଳ ଉଜ୍ଜ୍ୱଳକାରୀ ହୋଇପାରନ୍ତି। କର୍ମକ୍ଷେତ୍ରରେ ପଦକ୍ଷେପ ପ୍ରଶଂସନୀୟ ହେବ।ସୁସ୍ଥ ରହିବେ ଦୟାର୍ଦ୍ରଚିତ୍ତ ହୋଇପାରନ୍ତି। ସରକାର କୃପାରୁ ଅର୍ଥପ୍ରାପ୍ତ ହେବେ। ଈପ୍ସିତ ଦ୍ରବ୍ୟ ମିଳିବ।
ଭାଗ୍ୟଲକ୍ଷ୍ମୀ ବରଦାୟିକା ଅଛନ୍ତି। ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। ପ୍ରତିଷ୍ତ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅର୍ଥ ମିଳିବ, ନମ୍ରତାର ପ୍ରତୀକ ହୋଇପାରନ୍ତି।
ଆଶା ଫଳବତୀ ହେବ। ସ୍ୱାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ସାମାନ୍ୟ ସୁସ୍ଥତା ଅନୁଭବ କରୁଥିଲେ ବି, କର୍ମକ୍ଷମ ରହିବେ। ଯାନବାହନ ଚଳାଚଳରେ ସତର୍କ ରହିବେ।
ଆଶା ଫଳବତୀ ହେବ। ସ୍ୱାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ସାମାନ୍ୟ ସୁସ୍ଥତା ଅନୁଭବ କରୁଥିଲେ ବି, କର୍ମକ୍ଷମ ରହିବେ। ଯାନବାହନ ଚଳାଚଳରେ ସତର୍କ ରହିବେ।
ଭ୍ରାତୃ ଭାବ ଅତୁଟ ରହିବ।ସୁସ୍ଥ ଓ ନିରାମୟ ରହିବ କୌଶଳୀ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କଠାରୁ ପ୍ରଶଂସା ମିଳିବ। ଶ୍ରମ ନିଷ୍ଠାର ପୁରସ୍କାର ମିଳିବ। ଧନବାନ୍ ହେବେ।
ଧନଲକ୍ଷ୍ମୀ ବରଦାୟିକା ଅଛନ୍ତି। କର୍ମଚଞ୍ଚଳ ରହିବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ସ୍ତରରୁ ଆସିବ। ଧାର୍ମିକ, ତେଜସ୍ୱୀ, କର୍ମତତ୍ପର ରହିବେ।
ନିରଳସ ହେବେ। ଆତ୍ମବିଶ୍ୱାସକୁ ପାଥେୟକରି ସୁଫଳର ଅଭିଳାଷୀ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଯାନବାହନ ସୁଖ ମିଳିପାରେ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ।
ମନ ପ୍ରସନ୍ନ ରହିବ। ଆତ୍ମବିଶ୍ୱାସୀ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ଧନର ଅନ୍ତଃ ପ୍ରଭାବ ଅବ୍ୟାହତ ରହିବ। ଦୟାଧର୍ମରେ ବିଲୀନ ହୋଇପାରନ୍ତି। ବନ୍ଧୁପ୍ରେମୀ ଓ ବିଦ୍ୱାନ୍ ହୋଇପାରନ୍ତି।
ସୌଭାଗ୍ୟସମ୍ପନ୍ନ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ୱଯୁକ୍ତ ହେବେ। ଶାନ୍ତିପ୍ରିୟ, ମଧୁର ଭାଷୀ ଓ ସହନଶୀଳ ହେବେ। ଉଦାର ସ୍ୱଭାବ ଓ ବିଦ୍ୟାପ୍ରେମୀ ହୋଇପାରନ୍ତି। ଦାମ୍ପତ୍ୟ ସୁଖ ମିଳିବ।
ଆୟର ଧାରା ଅବ୍ୟାହତ ରହିବ। ପରର ପୀଡ଼ା ଅନୁଭବ କରି ସହାୟତାର ହସ୍ତ ପ୍ରସାରଣ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ।
କର୍ମଚଞ୍ଚଳ ରହିବେ। ଚକ୍ଷୁରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ସାହସୀ ଓ ଜ୍ଞାନୀ ହୋଇପାରନ୍ତି। ସାମୟିକଭାବେ ଏକାନ୍ତରେ ମୌନ ରହି ସାଧନାରେ ବ୍ରତୀ ହୋଇପାରନ୍ତି। ବ୍ୟବହାର ଓ ଭାଷା ମଧୁର ହେବ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments