OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Tuesday 11th October 2022

Odia Rashiphala

Odia Rashiphala

ଅଧିକ ଉତ୍ସୁକତା ହାନିକାରକ ହୋଇପାରେ। କାମରେ ବାଧା ଆସିପାରେ ପ୍ରଭୁଙ୍କ ଧ୍ୟାନ ଲାଗି କିଛି ସମୟ ବାହାର କରନ୍ତୁ ଜୀବନସାଥୀଙ୍କ ସହ ସମୃନ୍ଧ ଉନ୍ନତ ହେବ।
ଶିକ୍ଷକଙ୍କ ଲାଗି ଦିନଟି ଭଲ। ଆପଣଙ୍କ ଯୋଜନା ଦ୍ଵାରା ଅନ୍ୟମାନେ ପ୍ରଭାବିତ ହେବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ ସୁଷମ ଖାଦ୍ୟ ଭୋଜନ କରନ୍ତୁ।
ରଚନାତ୍ମକ କାର୍ଯ୍ୟରେ ଆପଣଙ୍କ ଧ୍ୟାନ ରହିବ। ଅଚାନକ ଖୁସି ଖବର ପାଇବେ। ଆୟ ବ୍ୟୟର ଭାରସାମ୍ୟ ରଖିବେ। ମାତାପିତାଙ୍କ ଆଶୀର୍ବାଦ ନେଇ କାମ ଆରମ୍ଭ କରନ୍ତୁ।
ଦିନଟି ସବୁ ଦୃଷ୍ଟିରୁ ଭଲ। ଜୀବନସାଥୀଙ୍କୁ ଖୁସି କରିବା ଲାଗି ଉପହାର ଦେବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ସାମାନ୍ୟ ରହିବ। କୌଣସି କାମରେ ଦୂର ସ୍ତାନକୁ ଯିବେ।
ପାରିବାରିକ ଜୀବନରେ କିଛି ପରିବର୍ତନ ଆସିପାରେ। ଆପଣଙ୍କ ପିଲା ବ୍ୟବସାୟରେ ସଂପୂର୍ଣ୍ଣ ସହଯୋଗ କରିବେ। ଆଇନଜୀବୀଙ୍କ ଲାଗି ଦିନଟି ଲାଭପ୍ରଦ।
ଉଦ୍ୟୋଗରେ ଚାକିରି କରୁଥିବା ଲୋକଙ୍କୁ ନୂଆ ପ୍ରକଳ୍ପ ମିଳିବ। ଖାଦ୍ୟ ପାନୀୟର ଅନିୟମିତତା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇବ। ସଡ଼କରେ ସାବଧାନତା ଅବଲମ୍ବନ କରନ୍ତୁ।
ଆପଣଙ୍କ ସ୍ଵଭାବ ସକାରାତ୍ମକ ରହିବ। ବ୍ୟବସାୟୀଙ୍କ ଲାଗି ଦିନଟି ବହୁତ ଭଲ। ସୁସମ୍ବାଦ ପାଇବେ କାର୍ଯ୍ୟକ୍ଷେତ୍ରରେ ଉନ୍ନତିର ଯୋଗ ରହିଛି। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।
ଲୋକେ ଆପଣଙ୍କ ବିଚାରରେ ସହମତ ହେବେ। ଜୀବନସାଥୀଙ୍କ ସହ ତାଳମେଳ ବଜାୟ ରହିବ। ଆପଣ ବିଭିନ୍ନ ପ୍ରକାର ନୂଆ ଅନୁଭବ ହାସଲ କରିବେ।
ଦିନଟି ଆପଣଙ୍କ ଜୀବନରେ ଖୁସି ନେଇ ଆସିବ। ସାମାଜିକ କାର୍ଯ୍ୟ କରିବାର ଅବସର ପାଇବେ। ଭୃସଂପତ୍ତି କିଣିବାର ଯୋଗ ରହିଛି।
ଘରୋଇ ଉଦ୍ୟୋଗରେ ନିଯୁକ୍ତି ସୁଯୋଗ ମିଳିପାରେ। ଘରକୁ ବନ୍ଧୁ ଅସିବା ଯୋଗୁଁ ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ପିଲାମାନଙ୍କ ଭବିଷ୍ୟତ ନେଇ ଚିନ୍ତିତ ରହିବେ।
ଦିନଟି ଉତ୍ସାହପୂର୍ଣ୍ଣ ରହିବ। ଶୁଭ ଖବର ପାଇବା ଯୋଗୁଁ ମନ ଖୁସି ହେବ। ପରିଶ୍ରମର ସନ୍ତୋଷଜନକ ଫଳ ପାଇବେ। ଆପଣଙ୍କର ଆତ୍ମଦିଶ୍ଵାସ ବୃଦ୍ଧି ପାଇବ।
ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତ ହେବେ। କରିତକର୍ମା ହେବେ। ପ୍ରତିଯୋଗତିାରେ କୃତିତ୍ୱ ଅର୍ଜନ କରିବେ। ସର୍ବସୁଖର ଅଧିକାରୀ ହୋଇପାରନ୍ତି । ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତ ହେବେ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments