![]() | ଅଧିକ ଉତ୍ସୁକତା ହାନିକାରକ ହୋଇପାରେ। କାମରେ ବାଧା ଆସିପାରେ ପ୍ରଭୁଙ୍କ ଧ୍ୟାନ ଲାଗି କିଛି ସମୟ ବାହାର କରନ୍ତୁ ଜୀବନସାଥୀଙ୍କ ସହ ସମୃନ୍ଧ ଉନ୍ନତ ହେବ। |
ଶିକ୍ଷକଙ୍କ ଲାଗି ଦିନଟି ଭଲ। ଆପଣଙ୍କ ଯୋଜନା ଦ୍ଵାରା ଅନ୍ୟମାନେ ପ୍ରଭାବିତ ହେବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ ସୁଷମ ଖାଦ୍ୟ ଭୋଜନ କରନ୍ତୁ। | |
ରଚନାତ୍ମକ କାର୍ଯ୍ୟରେ ଆପଣଙ୍କ ଧ୍ୟାନ ରହିବ। ଅଚାନକ ଖୁସି ଖବର ପାଇବେ। ଆୟ ବ୍ୟୟର ଭାରସାମ୍ୟ ରଖିବେ। ମାତାପିତାଙ୍କ ଆଶୀର୍ବାଦ ନେଇ କାମ ଆରମ୍ଭ କରନ୍ତୁ। | |
ଦିନଟି ସବୁ ଦୃଷ୍ଟିରୁ ଭଲ। ଜୀବନସାଥୀଙ୍କୁ ଖୁସି କରିବା ଲାଗି ଉପହାର ଦେବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ସାମାନ୍ୟ ରହିବ। କୌଣସି କାମରେ ଦୂର ସ୍ତାନକୁ ଯିବେ। | |
ପାରିବାରିକ ଜୀବନରେ କିଛି ପରିବର୍ତନ ଆସିପାରେ। ଆପଣଙ୍କ ପିଲା ବ୍ୟବସାୟରେ ସଂପୂର୍ଣ୍ଣ ସହଯୋଗ କରିବେ। ଆଇନଜୀବୀଙ୍କ ଲାଗି ଦିନଟି ଲାଭପ୍ରଦ। | |
ଉଦ୍ୟୋଗରେ ଚାକିରି କରୁଥିବା ଲୋକଙ୍କୁ ନୂଆ ପ୍ରକଳ୍ପ ମିଳିବ। ଖାଦ୍ୟ ପାନୀୟର ଅନିୟମିତତା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇବ। ସଡ଼କରେ ସାବଧାନତା ଅବଲମ୍ବନ କରନ୍ତୁ। | |
ଆପଣଙ୍କ ସ୍ଵଭାବ ସକାରାତ୍ମକ ରହିବ। ବ୍ୟବସାୟୀଙ୍କ ଲାଗି ଦିନଟି ବହୁତ ଭଲ। ସୁସମ୍ବାଦ ପାଇବେ କାର୍ଯ୍ୟକ୍ଷେତ୍ରରେ ଉନ୍ନତିର ଯୋଗ ରହିଛି। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। | |
ଲୋକେ ଆପଣଙ୍କ ବିଚାରରେ ସହମତ ହେବେ। ଜୀବନସାଥୀଙ୍କ ସହ ତାଳମେଳ ବଜାୟ ରହିବ। ଆପଣ ବିଭିନ୍ନ ପ୍ରକାର ନୂଆ ଅନୁଭବ ହାସଲ କରିବେ। | |
ଦିନଟି ଆପଣଙ୍କ ଜୀବନରେ ଖୁସି ନେଇ ଆସିବ। ସାମାଜିକ କାର୍ଯ୍ୟ କରିବାର ଅବସର ପାଇବେ। ଭୃସଂପତ୍ତି କିଣିବାର ଯୋଗ ରହିଛି। | |
ଘରୋଇ ଉଦ୍ୟୋଗରେ ନିଯୁକ୍ତି ସୁଯୋଗ ମିଳିପାରେ। ଘରକୁ ବନ୍ଧୁ ଅସିବା ଯୋଗୁଁ ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ପିଲାମାନଙ୍କ ଭବିଷ୍ୟତ ନେଇ ଚିନ୍ତିତ ରହିବେ। | |
ଦିନଟି ଉତ୍ସାହପୂର୍ଣ୍ଣ ରହିବ। ଶୁଭ ଖବର ପାଇବା ଯୋଗୁଁ ମନ ଖୁସି ହେବ। ପରିଶ୍ରମର ସନ୍ତୋଷଜନକ ଫଳ ପାଇବେ। ଆପଣଙ୍କର ଆତ୍ମଦିଶ୍ଵାସ ବୃଦ୍ଧି ପାଇବ। | |
ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତ ହେବେ। କରିତକର୍ମା ହେବେ। ପ୍ରତିଯୋଗତିାରେ କୃତିତ୍ୱ ଅର୍ଜନ କରିବେ। ସର୍ବସୁଖର ଅଧିକାରୀ ହୋଇପାରନ୍ତି । ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତ ହେବେ। |
Odia Calendar 2022
Comments
comments