OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Saturday 9th July 2022

Odia Rashiphala

Odia Rashiphala

କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ଧନ ସଂପତ୍ତି ବଢ଼ିବ। ଜୀବନସାଥୀଙ୍କୁ ଉପହାର ଦେବେ ଆପଣଙ୍କୁ ସାମାଜିକ କାର୍ଯ୍ୟ ଲାଗି ସମ୍ମାନିତ କରାଯିବା ଚାକିରିରେ ପଦୋନ୍ନତି ମିଳିପାରେ।
ଏକାଗ୍ରତା ସହିତ କାମ ପୂରା କରିବାକୁ ଚେଷ୍ଟା କରିବେ। ନୂଆ ଉତ୍ସରୁ ଆଶାଠୁଁ ଅଧିକ ଧନଲାଲ ହେବ ସମାରୋହରେ କୌଣସି ଅନ୍ତରଙ୍ଗ ବନ୍ଧୁ ସହିତ ଦେଖା ହେବ।
ଅଫିସରେ ଅଧିକାରୀଙ୍କ ସାହାଯ୍ୟ ପାଇବେ। ପୂର୍ବରୁ ଲାଗି ରହିଥିବା ବିବାଦର ସମାଧାନ ହୋଇଯିବ ପ୍ରେମୀଯୁଗଳ ଜଣେ ଅନ୍ୟନଣଙ୍କୁ ନିଜ ହୃଦୟର କଥା କହିବେ।
ଆପଣଙ୍କ ସାମାଜିକ ପରିସର ବୃଦ୍ଧି ପାଇବ। ଦୈନିକ କାମରେ ପୂର୍ଣ୍ଣ ସଫଳତା ପାଇବେ। ପ୍ରିୟ ବନ୍ଧୁସହିତ ମିଳନ ଯୋଗ ରହିଛି। ବାହାନ କିଣିବା ଲାଗି ଦିନଟି ଶୁଭ।
ସାରାଦିନ କାର୍ଯ୍ୟ ବ୍ୟସ୍ତତା କଟିବ। ଆପଣ କିଛି ନୂଆ ଶିକ୍ଷା ଲାଭ କରିବେ ଚାକିରିଆଙ୍କୁ ପଦୋନୂତି ମିଳିପାରେ। ଜୀବନସାଥୀ ଆପଣଙ୍କୁ ବାହାରକୁ ବୁଲାଇନେବେ।
ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ କାରବାରରେ ଉନ୍ନତି ହେବ। ଅଫିସ କାମରେ ଦୂର ସ୍ତାନକୁ ଯିବେ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ।
ସବୁ କାମ ଅପଣଙ୍କ ମନ ମୁତାବକ ପୂରା ହେବ। ଅକ୍ତରଙ୍ଗଂ ବନ୍ଧୁ ସହିତ ସାକ୍ଷାତ ହେବ ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ ବେକାରଙ୍କୁ ରୋଜଗାର ମିଳିବ।
କାମ ନିର୍ଦ୍ଧାରିତ ସମୟରେ ପୂରା ନହେବା ଯୋଗୁଁମାନସିକ ଅଶାନ୍ତି ବଢ଼ିପାରେ। କାରବାରରେ ଧନଲାଲ ହେବ। କାହା ସହିତ ତର୍ଜ କରନ୍ତୁ ନାହିଁ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।
କିଛି ଲୋଜଙ୍କର ପୂରା ସମର୍ଥନ ପାଇବେ ଭଂଜିନିୟରଙ୍କୁ ଭଲ ଅବସର ମିଳିବ ପରିବାରର ମହତ୍ତ୍ୱ ପୂର୍ଣ୍ଣ କାମ ପୂରା ହୋଇଯିବ ଦାମ୍ପତ୍ୟ ଜାବନରେ ଖୁସି ବଜାୟ ରହିବ।
କୌଣସି କାମରେ ମାତାପିତାଙ୍କ ସହଯୋଗ ପାଇବେ। ନିଜ ବିଚାରରେ ଅନ୍ୟମାନଙ୍କୁ ସହମତ କରାଇନେବେ ପ୍ରେମ ପ୍ରସଙ୍ଗ ପ୍ରତି ଆକର୍ଷଣ ବଢିବ।
ପୂଜାପାଠରେ ସମୟ ବିତିବ ସବୁ କାମରେ ସଫଳ ହେବେ ଲୋକେ ଆପଣଙ୍କର ପ୍ରଶଂସା କରିବେ ଅର୍ଥିକ ସ୍ଥିତି ଚିନ୍ତାଜନକ ହେବ ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।
କୌଣସି ମନୋରଂଜନ କାର୍ଯ୍ୟକ୍ରମରେ ସାମିଲ ହେବେ। ବନ୍ଧୁ ଠାରୁ ଖୁସି ଖବର ପାଇବେ କର୍ମଜୀବୀ ମହିଳାଙ୍କ ଲାଗି ଦିନଟି ଭଲ। ଜମି ଦଲାଲଙ୍କ ଲାଗି ଭଲ ଦିନଟିଏ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments