OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Saturday 3rd September 2022

Odia Rashiphala

Odia Rashiphala

ଆପଣଙ୍କର ସବୁ ଇଛା ପୂରଣ ହେବ। ବ୍ୟବସାୟରେ ବଡ ବୁଝାମଣା କରିପାରନ୍ତି। ଅଚାନକ କୌଣସି ବନ୍ଧୁ ଆସିବା ଯୋଗୁଁ ପରିବାରରେ ଅନନ୍ଦ ଉଲ୍ଲାସ ଦେଖାଦେବ।
ଆପଣଙ୍କର ବ୍ୟକ୍ତିତ୍ୱକୁ ବିକଶିତ କରିବା ଲାଗି ଦିନଟି ଭଲ। ସାମାଜିକ ଓ ରାଜନୀତି କାର୍ଯ୍ୟରେ ମନ ଲାଗିବ। ଅଚାନକ ଧନଲାଭ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।
ସାମାଜିକ ଓ ରାଜନୀତି କାର୍ଯ୍ୟରେ ଆପଣଙ୍କର ବିଶ୍ୱାସ ବଢିବ। ଜରୁରୀ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ ହୋଇଯିବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।
ଲାଗି ରହିଥିବା ଅଶାନ୍ତି ସମାପ୍ତ ହୋଇପାରେ। କୌଣସି ଶୁଭ ଖବର ପାଇବେ। ବ୍ୟବସାୟ ବୁଝାମଣା ପାଇଁ ରାଜ୍ୟ ବାହାରକୁ ଯିବୋ। ପ୍ରତିଯୋଗୀ ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।
ରାଜନୀତିକ ଓ ସାମାଜିକ କାର୍ଯ୍ୟରେ ସମୟ ଦେବେ। ନୂଆ ଉତ୍ସରୁ ଧନଲାଭ ହେବ। ଚାକିରିଆ ମନ ଚାହୁଁଥିବା ଅଞ୍ଚଳକୁ ବଦଳି ହୋଇପାରନ୍ତି। ଯାନ କିଣିବା ଲାଗି ଦିନଟି ଶୁଭ।
ଆପଣଙ୍କ ବ୍ୟବହାର ସମସ୍ତଙ୍କ ପ୍ରତି ଭଲ ରହିବ। ବ୍ୟବସାୟରେ ଉନ୍ନତିର ନୂଆ ମାର୍ଗ ଖୋଲିବ। ଜୀବନସାଥୀଙ୍କ ଠାରୁ ସକାରାତ୍ମକ ସଂକେତ ମିଳିବ। ଛାତ୍ରଙ୍କ ଲାଗି ଦିଳଟି ଭଲ।
ନୂଆ ବ୍ୟବସାୟାରମ୍ଭ କରିପାରନ୍ତି। ଅନ୍ୟମାନଙ୍କ ସହ କଥା କହିବା ସମୟରେ ଠିକ୍‌ ଭାଷା ପ୍ରୟୋଗ କରନ୍ତୁ ଘରକୁ ଅଚାନକ କୌଣସି ବନ୍ଧୁ ଆସିପାରିବେ।
ଆପଣଙ୍କ ମନ ଅଧ୍ୟାତ୍ମିକ ଦିଗରେ ଅଧିକ ରହିବ। ପାଖଲୋକ ଆପଣଙ୍କ ଖୁସିକୁ ଦି’ଗୁଣା କରିବେ। ଭଲ କଂପାନିରେ ସାକ୍ଷାତକାର ପାଇଁ ଖବର ଆସିବ। ପ୍ରେମ ଜୀବନ ଭଲ ରହିବ।
ଅଫିସରେ ଅଧିକ ସମୟ କାମ କରନ୍ତୁ, ବାକି କାମ ପୂରା ହେବ। ଦାମ୍ପତ୍ୟ ଜୀବନରେ ମିଷ୍ଟତା ରହିବା ଖର୍ଚ୍ଚ ବଢ଼ିପାରେ। ଶିକ୍ଷାର୍ଥୀ ବରିଷ୍ଠଙ୍କ ପରାମର୍ଶ ନେବା ଉଚିତ।
ବ୍ୟବସାୟରେ କିଛି ନୂଆ କରିବା ପାଇଁ ମନରେ ବିଚାର ଆସିବା ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ ବନ୍ଧୁ ସହ ବୁଲି ଯିବାର ଯୋଜନା କରିପାରନ୍ତି।
ନୂଆ ଲୋକଙ୍କ ସହ ବନ୍ଧୁତା ହେବ। ଆପଣଙ୍କ ମସ୍ତିଷ୍କରେ ଏଭଳି ବିଚାର ଆସିବ ଯାହା ପ୍ରଗତିର ଦ୍ୱାର ଖୋଲିଦେବ। ରୋଜଗାର ଖୋଜୁଥିବା ଯୁବକଙ୍କୁ ସୁଯୋଗ ମିଳିବ।
ବୟୋଜ୍ୟେଷ୍ଠଙ୍କ ସେବା କଲେ ଆର୍ଥିକ ସ୍ଥିତି ସୁଧୁରିବ। ବ୍ୟବସାୟ କାମରେ ଅନ୍ୟ ରାଜ୍ୟକୁ ଯିବାର ଯୋଜନା କରିବୋ ଜମିରେ ନିବେଶ ଲାଗି ଭଲ ଦିନଟିଏ ପ୍ରେମ ମମ୍ବନ୍ଧ ନିବିଡ଼ ହେବ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments