![]() |
ଆପଣଙ୍କର ସବୁ ଇଛା ପୂରଣ ହେବ। ବ୍ୟବସାୟରେ ବଡ ବୁଝାମଣା କରିପାରନ୍ତି। ଅଚାନକ କୌଣସି ବନ୍ଧୁ ଆସିବା ଯୋଗୁଁ ପରିବାରରେ ଅନନ୍ଦ ଉଲ୍ଲାସ ଦେଖାଦେବ। |
![]() |
ଆପଣଙ୍କର ବ୍ୟକ୍ତିତ୍ୱକୁ ବିକଶିତ କରିବା ଲାଗି ଦିନଟି ଭଲ। ସାମାଜିକ ଓ ରାଜନୀତି କାର୍ଯ୍ୟରେ ମନ ଲାଗିବ। ଅଚାନକ ଧନଲାଭ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। |
![]() |
ସାମାଜିକ ଓ ରାଜନୀତି କାର୍ଯ୍ୟରେ ଆପଣଙ୍କର ବିଶ୍ୱାସ ବଢିବ। ଜରୁରୀ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ ହୋଇଯିବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ। |
![]() |
ଲାଗି ରହିଥିବା ଅଶାନ୍ତି ସମାପ୍ତ ହୋଇପାରେ। କୌଣସି ଶୁଭ ଖବର ପାଇବେ। ବ୍ୟବସାୟ ବୁଝାମଣା ପାଇଁ ରାଜ୍ୟ ବାହାରକୁ ଯିବୋ। ପ୍ରତିଯୋଗୀ ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ। |
![]() |
ରାଜନୀତିକ ଓ ସାମାଜିକ କାର୍ଯ୍ୟରେ ସମୟ ଦେବେ। ନୂଆ ଉତ୍ସରୁ ଧନଲାଭ ହେବ। ଚାକିରିଆ ମନ ଚାହୁଁଥିବା ଅଞ୍ଚଳକୁ ବଦଳି ହୋଇପାରନ୍ତି। ଯାନ କିଣିବା ଲାଗି ଦିନଟି ଶୁଭ। |
![]() |
ଆପଣଙ୍କ ବ୍ୟବହାର ସମସ୍ତଙ୍କ ପ୍ରତି ଭଲ ରହିବ। ବ୍ୟବସାୟରେ ଉନ୍ନତିର ନୂଆ ମାର୍ଗ ଖୋଲିବ। ଜୀବନସାଥୀଙ୍କ ଠାରୁ ସକାରାତ୍ମକ ସଂକେତ ମିଳିବ। ଛାତ୍ରଙ୍କ ଲାଗି ଦିଳଟି ଭଲ। |
![]() |
ନୂଆ ବ୍ୟବସାୟାରମ୍ଭ କରିପାରନ୍ତି। ଅନ୍ୟମାନଙ୍କ ସହ କଥା କହିବା ସମୟରେ ଠିକ୍ ଭାଷା ପ୍ରୟୋଗ କରନ୍ତୁ ଘରକୁ ଅଚାନକ କୌଣସି ବନ୍ଧୁ ଆସିପାରିବେ। |
![]() |
ଆପଣଙ୍କ ମନ ଅଧ୍ୟାତ୍ମିକ ଦିଗରେ ଅଧିକ ରହିବ। ପାଖଲୋକ ଆପଣଙ୍କ ଖୁସିକୁ ଦି’ଗୁଣା କରିବେ। ଭଲ କଂପାନିରେ ସାକ୍ଷାତକାର ପାଇଁ ଖବର ଆସିବ। ପ୍ରେମ ଜୀବନ ଭଲ ରହିବ। |
![]() |
ଅଫିସରେ ଅଧିକ ସମୟ କାମ କରନ୍ତୁ, ବାକି କାମ ପୂରା ହେବ। ଦାମ୍ପତ୍ୟ ଜୀବନରେ ମିଷ୍ଟତା ରହିବା ଖର୍ଚ୍ଚ ବଢ଼ିପାରେ। ଶିକ୍ଷାର୍ଥୀ ବରିଷ୍ଠଙ୍କ ପରାମର୍ଶ ନେବା ଉଚିତ। |
![]() |
ବ୍ୟବସାୟରେ କିଛି ନୂଆ କରିବା ପାଇଁ ମନରେ ବିଚାର ଆସିବା ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ ବନ୍ଧୁ ସହ ବୁଲି ଯିବାର ଯୋଜନା କରିପାରନ୍ତି। |
![]() |
ନୂଆ ଲୋକଙ୍କ ସହ ବନ୍ଧୁତା ହେବ। ଆପଣଙ୍କ ମସ୍ତିଷ୍କରେ ଏଭଳି ବିଚାର ଆସିବ ଯାହା ପ୍ରଗତିର ଦ୍ୱାର ଖୋଲିଦେବ। ରୋଜଗାର ଖୋଜୁଥିବା ଯୁବକଙ୍କୁ ସୁଯୋଗ ମିଳିବ। |
![]() |
ବୟୋଜ୍ୟେଷ୍ଠଙ୍କ ସେବା କଲେ ଆର୍ଥିକ ସ୍ଥିତି ସୁଧୁରିବ। ବ୍ୟବସାୟ କାମରେ ଅନ୍ୟ ରାଜ୍ୟକୁ ଯିବାର ଯୋଜନା କରିବୋ ଜମିରେ ନିବେଶ ଲାଗି ଭଲ ଦିନଟିଏ ପ୍ରେମ ମମ୍ବନ୍ଧ ନିବିଡ଼ ହେବ। |