OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Saturday 23th July 2022

Odia Rashiphala

Odia Rashiphala

ନିଜର କ୍ରୋଧ ଉପରେ ନିୟନ୍ତ୍ରଣ। ରଖନ୍ତୁ ପାରିବାରିକ କାମ ପୂରା କରିବାରେ ପରିବାର ଲୋକଙ୍କ ସହଯୋଗ ପାଇବେ। କୌଣସି ସହପାଠୀ ଅପଣଙ୍କୁ ନିଜର ମନ ଜଥା କହିବେ।
ଅନ୍ତରଙ୍ଗ ବନ୍ଧୁ ସହ ଫୋନରେ ଦୀର୍ଘ ସମୟ କଥା ହେବେ। ଅଫିସ ବାକି କାମ ପୂରା ହୋଇଯିବ ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ମହିଳାଙ୍କୁ ବିଶେଷ ଖବର ମିଳିବ।
ଶରୀର ସୁସ୍ଥ ରହିବ। କାମ ଧନ୍ଦାରେ ଆପଣ ସଫଳତା ପାଇବେ। ଦାମ୍ପତ୍ୟ ଜୀଚନ ପ୍ରୀତିକର ହେବ। ଶତ୍ରୁମାନେ କ୍ଷତି କରିପାରନ୍ତି। ତେଣୁ ସତର୍କତା ଅବଲମ୍ବନ କରନ୍ତୁ।
ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ଆୟ ଉତ୍ସରେ ବୃଦ୍ଧି ହେବ। ଅଫିସ କାମରେ ସହର ବାହାରକୁ ଯାଇପାରନ୍ତି। ଜୀବନସାଥୀଙ୍କ ସହ ମନୋମାଳିନ୍ୟ ଦେଖାଦେବ।
ମନ ସାମାଜିକ ଲାଗିବ। ନୂଆ କାମ ପାଇଁ ଯୋଜନା କରିପାରନ୍ତି। ଆର୍ଥିକ ଲାଭ ପାଇଁ ଅଧିକ ପରିଶ୍ରମ କରିବାକୁ ହେବା ପାରିବାରିକ ଜୀବନରେ ସୁଖ ଶାନ୍ତି ବୃଦ୍ଧି ହେବ।
ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ ଆପଣଙ୍କର ଜରୁରୀ କାମ ସଂପୂର୍ଣ୍ଣ ହୋଇପାରୋ ଜୀବନସାଥୀଙ୍କର ପୂରା ମହଯୋଗ ପାଇବେ ଲେଖକଙ୍କ ଲାଗି ଦିନଟି ଭଲ।
ଆପଣ ନିଜକୁ ସୁସ୍ଥ ସବଳ ଅନୁଭବ କରିବେ। କୌଣସି କାମରେ ଭଲ ପ୍ରଦର୍ଶନ ଦେବା ପାଇଁ ନୂଆ ବିଚାର ପ୍ରୟୋଗ କରିବେ ବେପାରରେ ଅଚାନକ ଧନଲାଭ ହେବ।
ଅଫିସରେ ଜରୁରୀ କାମ ସାରିବାରେ ପୂର୍ବ ଅନୁଭବ କାମ ଦେବ। ନୂଆ ବ୍ୟବସାୟରେ ବୁଝି ବିଚାରି ନିବେଶ କରନ୍ତୁ ପରିବାର ଲୋକଙ୍କ ସହ ମହତ୍ତ୍ୱପୂର୍ଣ୍ଣ ବିଷୟରେ କଥା ହେବେ ।
ପୁରୁଣା ବନ୍ଧୁ ସହ ଫୋନରେ କଥା ହେବ। ଅଧିକାରୀବର୍ଗ ଆପଣଙ୍କ କାମରେ ପ୍ରସନ୍ନ ରହିବେ। ଶତ୍ରୁ କ୍ଷତି ପହଞ୍ଚାଇବାର ପ୍ରୟାସ କରି ବିଫଳ ହେବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।
ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ଆପଣଙ୍କ ଆତ୍ମବିଶ୍ଵାସର ସ୍ତର ବଢ଼ିବ। ପରିବାରରେ ସମସ୍ତଙ୍କ ସହ ଭଲ ସମ୍ବନ୍ଧ ରହିବ। ବ୍ୟବସାୟରେ ଆଶାଋଠୁଁ ଅଧିକ ଲାଭ ପାଇବେ
ଜରୁରୀ କାମରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ଆର୍ଥିକ ଅବସ୍ତାରେ ସ୍ଥିରତା ବଜାୟ ରହିବ। ଧାର ଦେଇଥିବା ଅର୍ଥ ଫେରି ପାଇବେ। ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ।
ସନ୍ଧ୍ୟା ସୁଦ୍ଧା କୌଣସି ଶୁଭ ଖବର ପାଇବେ। ପ୍ରିୟଜନଙ୍କ ସହ ଦିନଟି ଭଲରେ ବିତିବ। ଧନଲାଭର ସୁବର୍ଣ୍ଣ ସୁଯୋଗ ପାଇବେ। ପାରିବାରିକ ଜୀବନ ସୁଖକର ହେବ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments