OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Monday 11th September 2022

Odia Rashiphala

Odia Rashiphala

ପୂର୍ବ କଂପାନିର ଅଭିଜ୍ଞତା ଆପଣଙ୍କ କାମରେ ଆସିବା ବିବାଦଠୁଁ ଦୂରରେ ରୁହନ୍ତୁ ଭୂସଂପତ୍ତି କିଣିବା ପୂର୍ବରୁ ଶୁଭ ମୁହୂର୍ତ୍ତ ଦେଖନ୍ତୁ।
ଅଧିକ ଭାବପ୍ରବଣ ହେଲେ ଅଶାନ୍ତି ବଢ଼ିବ। ବ୍ୟବସାୟ ମାନ୍ଦା ଧରିବ। ଆର୍ଥିକ ପସଙ୍ଗ ନେଇ ସତର୍କ ରୁହନ୍ତୁ ମନର କଥା ପାଖଲୋକଙ୍କୁ କହିପାରନ୍ତି।
ଆପଣଙ୍କର ସବୁ କାମ ମନମୁତାବକ ପୂରା ହେ ବ। କର୍ତ୍ତୃପକ୍ଷ ଆପଣଙ୍କୁ କୌଣସି ଉପହାର ଦେଇପାରନ୍ତି। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ।
ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ ପାରିବାରିକ ସମସ୍ୟା ପାଇଁ ଅଶାନ୍ତି ବଢିପାରେ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।
ନୂଆ କାମରେ ରୁଚି ବଢ଼ିବ। ଆର୍ଥିକ ଅଭାବ ଅନୁଭବ କରିପାରନ୍ତି। ଘର ସଜାଇବାରେ ଧ୍ୟାନ ଦେବେ। ପ୍ରେମୀଯୁଗଳ ନିଜ ସାଥୀଙ୍କ ଭାବନାକୁ ବୁଝିବେ। `
ସାରାଦିନ ମନରେ ପ୍ରସନ୍ନତା ରହିବ। ରାଜନୀତିରେ ବିରୋଧୀମାନଙ୍କର ଦୃଢ ମୁକାବିଲା କରିବେ। ମହିଳାଙ୍କୁ ଘର ଲୋକଙ୍କ ସାହାଯ୍ୟ ମିଳିବ।
ଯେଉଁ କାମ କରିବେ ତାହା ଆପଣଙ୍କ ମନ ମୂତାବକ ସଂପୂର୍ଣ ହେବା ଅଥ୍ଥିକ ସମ୍ୟାର ସମାଧାନ ବାହାରିବା ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ।
ଦିନଟି ଆନନ୍ଦ ଉଲ୍ଲାସ ଭରା ରହିବ। ବ୍ୟକ୍ତିଗତ ସମସ୍ୟାର ସମାଧାନ ହୋଇଯିବ। ସମ୍ମାନିତ ଲୋକଙ୍କ ସହ ମିଶିବାର ଅବସର ପାଇବେ।
ବାକିଥିବା କାମରେ ବନ୍ଧୁ ସାହାଯ୍ୟ କରିବେ। ଧାର ନେବା ଦେବାରୁ ନିବୃତ୍ତ ରୁହନ୍ତୁ ଆପଣଙ୍କର ତୀବ୍ର ବୁଦ୍ଧି ପାଇଁ ଆପଣଙ୍କୁ ପୁରଷ୍କାର ମିଳିବା ଯୋଗ ରହିଛି।
ଆପଣ କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି। ବେପାରୀ ବର୍ଗଙ୍କୁ ଅଚାନକ ଧନଲାଭ ହେବ। ଅଫିସରେ ଅପଣଙ୍କ କାମରେ ଖୁସି ହୋଇ କର୍ତ୍ତୃପକ୍ଷ ଉପହାର ଦେବେ
ଅନ୍ୟମାନଙ୍କ ଆଗରେ ଆପଣଙ୍କର ଛବି ଭଲ ରହିବ। ଆର୍ଥିକ ସଫଳତା ପାଇବେ ଅଫିସରେ କର୍ତ୍ତୃପକ୍ଷଙ୍କ ବ୍ୟବହାର ଆପଣଙ୍କ ପ୍ରତି ସକାରାତ୍ମକ ରହିବ।
ନୂଆ ଲୋକଙ୍କ ସହ ସାକ୍ଷାତରେ ନୂଆ ସୁଯୋଗ ପାଇବେ। ନୂଆ ବ୍ୟବସାୟରେ ପୁଞ୍ଜି ଲଗାଇଲେ ଆପଣଙ୍କୁ ଦିଗୁଣା ଲାଭ ମିଳିବ। ବନ୍ଧୁ ସମ୍ବନ୍ଧ ଭଲ ହେବ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments