OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Friday 21th October 2022

Odia Rashiphala

Odia Rashiphala

ଦିନଟି ଆପଣଙ୍କ ପରିବାର ଲାଗି ନୂଆ ଖୁସି ନେଇ ଆସିବ। କାର୍ଯ୍ୟ କରିବାର ଅବସର ମିଳିବ। ବେପାରରେ ସହଯୋଗୀ ମାନଙ୍କର ସମର୍ଥନ ପାଇବେ।
ହସ୍ତଶିଳ୍ପ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବା କୋର୍ଟ ମାମଲାରେ ଆପଣଙ୍କୁ ଆରାମ ମିଳିବ। କାର୍ ଚଳାଇବା ଶିଖି ପାରନ୍ତି। ଛାତ୍ରଛାତ୍ରୀ ଭବିଷ୍ୟତ ଲାଗି ନୂଆ ଯୋଜନା କରିବେ।
ପ୍ରବଚନ ଶୁଣିବାକୁ ଯାଇପାରନ୍ତି। ବ୍ୟବସାୟରେ ପରିଜନଙ୍କ ସହଯୋଗ ପାଇବେ। ଚାକିରି ଅନ୍ୱେଷଣ ସମାପ୍ତ ହେବ। ସିଭିଲ ଇଂଜିନିୟର ଛାତ୍ର ପରୀକ୍ଷାରେ ଭଲ କରିବେ।
ଆତ୍ମବିଶ୍ୱାସ ଆପଣଙ୍କୁ ଉନ୍ନତି ପଥରେ ଆଗେଇ ନେଇଯିବେ। ତୀର୍ଥରେ ଯିବାର ଯୋଜନା କରିପାରନ୍ତି। ଜରୁରୀ କାମରେ ନିଜ ଲୋକଙ୍କର ସାହାଯ୍ୟ ପାଇ ଖୁସି ହେବେ।
ଦାମ୍ପତ୍ୟ ଜୀବନରେ ତାଳମେଳ ବଜାୟ ରହିବ। ଆପଣଙ୍କ ବିଚାର ସକାରାତ୍ମକ ରହିବ। ଅନ୍ୟମାନଙ୍କ ଦ୍ୱାରା କାମ ହାସଲ କରିବାରେ ସକ୍ଷମ ହେବେ। ପ୍ରେମ ଜୀବନ ଭଲ ରହିବ।
ଦବ୍ୟବସାୟ ଆରମ୍ଭରେ ନୂଆ ଯୋଜନା ସଫଳ ହେବ |କଣ୍ଠଶିଳ୍ପୀଙ୍କୁ ପୁରସ୍କାର ମିଳିବ |ଭାବିଚିନ୍ତି ଖର୍ଚ୍ଚ କରନ୍ତୁ |ସଫଳତାର ନୂଆ ଉପାୟ ସମ୍ପର୍କରେ ବିଚାର କରିପାରନ୍ତି |
ଦିନଟି ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ଆଣିବ |ଅଧୁରା କାମ ସଂପୂର୍ଣ୍ଣ କରିବା ଲାଗି ଭଲ ସମୟ |ରକ୍ତଚାପ ରୋଗୀଙ୍କୁ ଆରାମ ମିଳିବ |
ଆପଣଙ୍କ ଉପରେ ପରିବାରର ଦାୟିତ୍ବ ବଢିପାରେ | ଘର ବଗିଚାରେ ପରିବା ଗଛ ଲଗାଇ ପାରନ୍ତି |ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ |ଶିକ୍ଷାର୍ଥୀ ନୂଆ ସମୟ ସାରଣୀ ପ୍ରସ୍ତୁତ କରନ୍ତୁ |
ବ୍ୟବସାୟରେ ବଡ ଚୁକ୍ତି ହେବ | ଗ୍ରନ୍ଥାଗାରିକଙ୍କର ଦରମା ବୃଦ୍ଧି ହେବ |ଦାମ୍ପତ୍ୟ ଜୀବନରେ ମଧୁରତା ବଢିବ | ଆର୍ଥିକ ସ୍ଥିତି ସ୍ବକଳ୍ପ ରହିବ |ଚର୍ମରୋଗୀ ଡାକ୍ତରଙ୍କ ସହ ପରାମର୍ଶ କରିବେ |
ଖେଳାଳି ଅଭ୍ୟାସରେ ଅଧିକ ପରିଶ୍ରମ କରିବେ |ରାଜନେତାଙ୍କର ସାମାଜିକ ପ୍ରଭାବ ବଢିବ | ବେପାର ବଣିଜରେ ଯଥେଷ୍ଟ ଲାଭ ପାଇବେ | ପରିବାରରେ ଶାନ୍ତି ରହିବ |
ଆୟୁର୍ବେଦ ଔଷଧ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ | ମହିଳାମାନେ ଘରେ ବ୍ୟବସାୟ ଆରମ୍ଭ କରିପାରନ୍ତି | ରାଜନେତା କୌଣସି ସଭାର ଆୟୋଜନ କରିବେ |
ଛୋଟ ବ୍ୟବସାୟୀଙ୍କୁ ଯଥେଷ୍ଟ ଧନଲାଭ ହେବ | ସମାଜସେବୀର ମାନ ସମ୍ମାନ ବଢିବ | କାଷ୍ଠ କାରିଗରିଙ୍କ ଲାଗି ଭଲ ଦିନଟିଏ | ସ୍ବାଦିଷ୍ଟ ଖାଦ୍ୟ ଭୋଜନ କରିବେ |
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments