OdiaWeb- Odia Film, Music, Songs, Videos, SMS, Shayari, Tourism, News

ମଟର ପକୋଡି

Motor pokada

Motor pokada

ସାମଗ୍ରି:
୧କପ୍ ମଟର ମଞ୍ଜି
୨ଟି ଆଳୁ
୧ଟି ପିଆଜ
୫ଟି କଞ୍ଚାଲଙ୍କା
ଦରକାର ମୁତାବକ ଧନିଆପତ୍ର
୧କପ୍ ବେସନ ବେକିଂ ପାଉଡର ଟିପେ
ଛାଣିବା ପାଇଁ ତେଲ
ଦରକାର ମୁତାବକ ଲୁଣ

ପ୍ରସ୍ତୁତି:
ଆଳୁ ଓ ପିଆଜ ଚୋପା ଛଡାଇ ନେଇ ଚୁନାଚୁନା କାଟ |ଲଙ୍କା ଓ ଧନିଆପତ୍ର,ଚୁନେଇ କାଟ |ମଟର ମଞ୍ଜି ,ଆଳୁ,ପିଆଜ,ଲଙ୍କା,ଧନିଆପତ୍ର,ବେସନ,ଲୁଣ,ବେକିଂ ପାଉଡର ଅଧକପ୍ ପାଣି ଦେଇ ଭଲ ଭାବରେ ଚକଟି ନିଅ |ତେଲ ଗରମ କରି |ମିଶ୍ରଣରୁ ଅଳ୍ପ ନେଇ ଚାପି ଚାପି ପକୋଡି ପକାଇ ଛାଣିବେ |ମଟର ପ୍ରାୟ ବାହାରିଯିବ |ସେଥିପାଇଁ ହାତରେ ଚାପି ଚାପି ପକାଇବ |

Comments

comments