OdiaWeb- Odia Film, Music, Songs, Videos, SMS, Shayari, Tourism, News

ଚିକେନ୍ ପକୋଡା

Chicken Pokda

Chicken Pokda

ସାମଗ୍ରୀ:
୨କପ୍ ସିଝା ଚିକେନ୍
ଅଧକପ୍ ବେସନ
ଗୋଟିଏ ଅଣ୍ଡା
ଗୋଟିଏ ପିଆଜ
୬ଟା କଞ୍ଚାଲଙ୍କା
୮ପାଖୁଡା ରସୁଣ
ଦେଢ ସେ.ମି. ଅଦା
୧ଟେବୁଲ୍ ଚାମଚ ଭିନେଗାର୍
ଛାଣିବା ପାଇଁ କିଛି ତେଲ
ଦରକାର ମୁତାବକ ଲୁଣ

ପ୍ରସ୍ତୁତି:
ଚିକେନ୍ ସିଝାରେ କଣ୍ଟା ଯେପରି ନରୁହେ |କେବଳ ମାଂସ ଅଂଶଥିବ |ମାଂସଖଣ୍ଡ ଭଲଭାବରେ ସିଝିଥିବ ଓ ବଡ ବଡ ପାତିଆ ସାଇଜ ରଖିଲେ ଭଲ ହେବ |ପିଆଜ,କଞ୍ଚାଲଙ୍କା,ରସୁଣ ଓ ଅଦାକୁ ଭିନେଗାର୍ ଦେଇ ବାଟି ନିଅ |ମସଲାବଟା ,ଅଣ୍ଡା ଓ ବେସନକୁ ଭଲ ଭାବରେ ମିଶାଇ ନିଅନ୍ତି |ସେଥିରେ ମାଂସ ସିଝା ଦେଇ ଭଲଭାବରେ ମିଶାଇ ନେଇ ଗରମ ତେଲରେ ଛାଣନ୍ତ

Comments

comments