OdiaWeb- Odia Film, Music, Songs, Videos, SMS, Shayari, Tourism, News

ଠିଆ ହୋଇ ପରିସ୍ରା କରିବା ନିଷେଧ କାହିଁକି ?

Odia Health Tips - Don't Urinate While on Standing position

ଠିଆ ହୋଇ ପରିସ୍ରା କରିବା ନିଷେଧ କାହିଁକି ?

ଠିଆ ହୋଇ ପରିସ୍ରା କଲେ ମୂତ୍ରାଧାରରୁ ମୂତ୍ର ଅତିବେଗରେ ମୂତ୍ରନଳୀ ଦେଇ ବାହାରିଥାଏ । ମୂତ୍ରାଶୟ ହଠାତ୍ ମୂତ୍ରଶୂନ୍ୟ ହୋଇଯାଏ । ମୂତ୍ରବେଗ ଅଧିକ ହେବାରୁ ମୂତ୍ରନଳୀ ଉପରେ ପ୍ରଭାବ ପଡ଼େ । ପୁରୁଷମାନଙ୍କ ଅଣ୍ଡକୋଷ ଓ ପ୍ରୋଷ୍ଟେଟ୍ ଗ୍ରନ୍ଥୀ ଉପରେ ପ୍ରଭାବ ପଡ଼ୁଥିବାରୁ ରୋଗ ହେବାର ସମ୍ଭାବନା ଥାଏ । ବସି ପରିସ୍ରା କଲେ ମୂତ୍ରର ବେଗ ନିୟନ୍ତ୍ରିତ ହୁଏ । ଏହା ସ୍ୱାସ୍ଥ୍ୟପ୍ରତି ନିଶ୍ଚୟ ହିତକର ।

ପ୍ରବାଦ ଅଛି ଠିଆ ହୋଇ ପରିସ୍ରା କରିବା ମନା । ଆବଶ୍ୟଜ ସ୍ଥଳେ ନିଃଶ୍ୱାସ ପ୍ରଶ୍ୱାସ ବନ୍ଦ ରଖି ପରିସ୍ରା କରାଯାଇପାରେ । ତେବେ ଆଜିକାଲି ଅଧିକାଂଶ ପେଣ୍ଟସାର୍ଟପିନ୍ଧୁଥିବାରୁ ଠିଆ ହୋଇ ପରିସ୍ରା କରୁଛନ୍ତି । ଫଳରେ ଅଣ୍ଡକୋଶ ବୃଦ୍ଧି, ପ୍ରୋଷ୍ଟେଟ୍ ଗ୍ରନ୍ଥି ବୃଦ୍ଧି ଭଳି ରୋଗ ଅଧିକ ଦେଖାଦେଉଛି ।

Comments

comments