OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Festival Sms

Contents

Odia Festival Sms

Send odia festival sms to your near and dear. Wish you a happy makara sankranti in advance.

 

ମକର ସଂକ୍ରାନ୍ତିର ଅନେକ ଅନେକ ଶୁଭକାମନା…

ଟିପି ଟିପି କାକରରେ, ଥିରି ଥିରି ପବନରେ ଆସିଛି ମକର,
ପୋଡ ପିଠା ମହକରେ, ମକରର କୁହୁକରେ ସଭିଏଁ ବିଭୋର…

ସୂର୍ଯ୍ୟର ସୁନେଲି କିଅଣରେ, ମୋତି ପରି କାକରର କୋଳରେ ଭଳି ଭଳି ରଙ୍ଗୀନ୍ ଫୁଲର ସୁବାସରେ ମକରସଂକ୍ରାନ୍ତି ଉପନୀତ…

ଶୀତୁଆ ସକାଳ କାକରରେ ଭିଜା
ଥରିଯାଏ ଦେହ ଛାଆଁକୁ ଛାଆଁ
ମକର ଆସିଛି ପସରା ମେଲାଇ
ବହୁଅଛି ଖାଲି କୋହୋଲା ବାଆ…

ଏ ପବିତ୍ର ପର୍ବରେ ତୁମର ଦୀର୍ଘ ଜୀବନ ଓ ସୁସ୍ଥ ଜୀବନ କାମନା କରେ…

ମକର ସଂକ୍ରାନ୍ତୀର ଅଭିନନ୍ଦନ ଓ ଶୁଭକାମନା….

 

Send Odia SMS From FeelOdia.com for FREE. Register and send on black day also..

Comments

comments