OdiaWeb- Odia Film, Music, Songs, Videos, SMS, Shayari, Tourism, News

New Odia Sms Jeebanara Sabutharu Bada Satya Heuchi

Are you looking for Odia Sms then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language.

odia sad sms

ଜୀବନର ସବୁଠାରୁ ବଡ ସତ୍ୟ ହେଉଛି
ଆମେ ଜାଣୁ ଆମେ କାହା ପାଇଁ ବଞ୍ଚୁଛୁ
କିନ୍ତୁ ଆମ ପାଇଁ କିଏ ବଞ୍ଚୁଛନ୍ତି
ତାହା ଆମେ କେବେ ଜାଣିପାରୁ ନାହୁଁ

Jeebanara sabutharu bada satya heuchi
Ame janu ame kaha pain banchuchhu
Kintu ama pain kie banchuchhanti
Taha ame kebe janiparu nahnu.

odia sad sms

ଯଦି ତୁମେ ଅନୁଭବ କର ଯେ ତୁମେ କାହା ପାଖରେ
ଭଲ ମୁହୂର୍ତ୍ତ ବିତାଇଥାଅ ଏହାର ଅର୍ଥ
ହେଉଛି ତୁମର ହୃଦୟ ସେହି ବ୍ୟକ୍ତିଙ୍କୁ ଭଲ ପାଏ

Jadi tume anubhaba kara je tume kaha pakahare
Bhala muhurtta bitaithae ehara artha
Heuchi Tumara hrudaya sehi byaktinku bhala pae.

odia sms for love

ସେହିଦିନ ଯାଏ ଅନାଇ ରହିଲି
ଚନ୍ଦ୍ର ଚକୋରୀ ପରି
ମୋ ରାଣ ରହିଲା ପରାଣ ମିତ
ହେ କରିବନି ଜମା ଡେରି

Sehidina jae anai rahili
Chandra chakoree pari
Mo rana rahila parana mita
Hey karibani jama deri.

odia sms for love

ଜୀବନର ସେହି ପ୍ରୟାସର ତୀରକୁ
ଜୀବନ୍ତରଖ ଜୀବନରେ ସବୁକିଛି ହରାଇବା ପରେ
ମଧ୍ୟ ପୁନର୍ବାର ଜିତିବାର ଆଶା ମଧ୍ୟ ଜୀବନ୍ତ ରଖ

Jeebanara sehi prayasara teeraku
Jeebanta rakha jeebanare sabukichhi haraiba pare
madhya punarbara jitibara asha madhya jeebanta rakha.

odia sms sad

ଆମେ ଆମର କାର୍ଯ୍ୟ କରିବା ଉଚିତ୍
ଆମକୁ ଏହାର ଫଳ ମିଳୁ ବା ନମିଳୁ

Ame amara karjya kariba uchit
Amaku ehara phala milu ba namilu.

Comments

comments