OdiaWeb- Odia Film, Music, Songs, Videos, SMS, Shayari, Tourism, News

New Odia Sms For Pritira khelati nuhei epari

Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language.

Odia Sms
Odia Sms

ପ୍ରିତୀର ଖେଳଟା ନୁହଁଇ ଏପରି ତା ପାଇଁ ସମୟ ଅଛି ବିଚି
ରାସ୍ତାରେ ମୋ ପ୍ରେମ ସାଥିରେ ତୁମେ ହାତ ଦେଲ ଯାଚି

Pritir Khelata Nuhain Epari Ta Pain Samaya Achi
Bichi Rastare Mo Prema Sathire Tume Hata Dela Jachi

ଜିନ୍‌ ପେନ୍ତ ସାଙ୍ଗେ ସତ୍ ଗାଉନ୍ ଦିଶୁଛି ଭାରି ଫିଟ୍ ମୁରୁକି
ଅନାଇ ଚାହିଁଲେ ଗୋରୀ ତୁ ହୋଇଯିବ ଟୋକା ହିଟ୍

Jin Paint Shitrt Short Gaun Dishuchi Vari Phit
Muruki Anai Chahinle tu Hoijiba Toka Hit

ବୟସ ମୋର ଷୋହଳ ଲୋ ବୋଉଳ ଷୋଳ ଗଡି କରେ
ଚିନ୍ତା ବୟ ଫ୍ରେଣ୍ଡ ମୋର ସତର ଜଣଲୋ ସମସ୍ତେ ଲାଗନ୍ତି ପିତା

Bayasa Mora Shohala Lo Baula Shola Gadi Kare
Chinta Boyfriends Mora Satara Janalo Samasta Laganti Pita

ସାଇକେଲ୍ ଛାଡି ଆଜି କାଲି ତୁମେ ଚଲାଉଛ ହୋରୋହୁଣ୍ଡା
ପ୍ରେମ କରିବ୍ଆର ବୟସ ଗଲାଣି ମୁଣ୍ଡଟା ହେଲାଣି ଅଣ୍ଡା

Saikel Chadi Aji Kali Tume Chalaucha Herohunda
Prema Karibara Bayasa Galani Mundata Helani Anda

ସାଇକେଲ ଚଢି ମିନି ସ୍କଟ୍ ପିନ୍ଧି ଯାଇଥିଲି ମୁଁ ସ୍କୁଲ୍
ପେଡ୍‌ଲିଙ୍ଗ ମୋର ଦେଖି ତୁମେ ପାଗଳ ହୋଇଲ ବିଲକୁଲ୍

Saikla chadhi mini skat pindhi jaithili mu skuk
pedaling mora dekhi tume pagala hoila bilkul

Comments

comments