Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language.
ପ୍ରିତୀର ଖେଳଟା ନୁହଁଇ ଏପରି ତା ପାଇଁ ସମୟ ଅଛି ବିଚି ରାସ୍ତାରେ ମୋ ପ୍ରେମ ସାଥିରେ ତୁମେ ହାତ ଦେଲ ଯାଚି
Pritir Khelata Nuhain Epari Ta Pain Samaya Achi Bichi Rastare Mo Prema Sathire Tume Hata Dela Jachi
ଜିନ୍ ପେନ୍ତ ସାଙ୍ଗେ ସତ୍ ଗାଉନ୍ ଦିଶୁଛି ଭାରି ଫିଟ୍ ମୁରୁକି ଅନାଇ ଚାହିଁଲେ ଗୋରୀ ତୁ ହୋଇଯିବ ଟୋକା ହିଟ୍
Jin Paint Shitrt Short Gaun Dishuchi Vari Phit Muruki Anai Chahinle tu Hoijiba Toka Hit
ବୟସ ମୋର ଷୋହଳ ଲୋ ବୋଉଳ ଷୋଳ ଗଡି କରେ ଚିନ୍ତା ବୟ ଫ୍ରେଣ୍ଡ ମୋର ସତର ଜଣଲୋ ସମସ୍ତେ ଲାଗନ୍ତି ପିତା
Bayasa Mora Shohala Lo Baula Shola Gadi Kare Chinta Boyfriends Mora Satara Janalo Samasta Laganti Pita
ସାଇକେଲ୍ ଛାଡି ଆଜି କାଲି ତୁମେ ଚଲାଉଛ ହୋରୋହୁଣ୍ଡା ପ୍ରେମ କରିବ୍ଆର ବୟସ ଗଲାଣି ମୁଣ୍ଡଟା ହେଲାଣି ଅଣ୍ଡା
Saikel Chadi Aji Kali Tume Chalaucha Herohunda Prema Karibara Bayasa Galani Mundata Helani Anda
ସାଇକେଲ ଚଢି ମିନି ସ୍କଟ୍ ପିନ୍ଧି ଯାଇଥିଲି ମୁଁ ସ୍କୁଲ୍ ପେଡ୍ଲିଙ୍ଗ ମୋର ଦେଖି ତୁମେ ପାଗଳ ହୋଇଲ ବିଲକୁଲ୍
Saikla chadhi mini skat pindhi jaithili mu skuk pedaling mora dekhi tume pagala hoila bilkul