OdiaWeb- Odia Film, Music, Songs, Videos, SMS, Shayari, Tourism, News

New Odia Sms For Lovers Mo Upare Tume Bishwas Rakhiba

Are you looking for Odia  Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language.

new odia Sms
new odia Sms

ମୋ ଉପରେ ତୁମେ ବିଶ୍ୱାସ ରଖିବ
ତୁମକୁ ମୋ ରାଣ
ଆନମନା ତୁମେ ନ ହେବ ସୁନ୍ଦରୀ
ତୁମକୁ ମୋ ନିବେଦନ

Mo upare tume bushwasa rakhiba
Tumaku mo rana
Anamana tume naheba sundaree
Tumaku mo nibedana

odia latest sms

ଆଖି ଆଗେ ମୋର ନାଚି ଯେ ଉଠୁଛି
ତୁମରି ଲାବଣ୍ୟ କନ୍ତି କନକ ବରନା
ମୋ ପ୍ରୀତି ସୁଷମା ତୁମକୁ ଝୁରିଛି ନିତି

Akhi age mora nachi je uthuchhi
Tumari labanya kanti kanaka barana
Mo preeti sushama tumaku jhurichhi niti.

odia Love sms

ମନକୁ ବୁଝାଇ ରହିବ ଗୋ ପ୍ରିୟା
ମାତ୍ର କେତେଦିନ ପାଇଁ
ଆତ୍ମନିରିଭର ହୋଇ ମୁଁ ପାରିଲେ
ଆଉ କିଛି ଚିନ୍ତା ନାହିଁ

Manaku bujhai rahiba go priya
Matra ketedina pain
Atmanirbhara hoi mu parile
Au kichhi chinta nahni .

new Odia Sms

ସେ ଶୁଭ ଲଗନ ପାଇଁ କେଉଁଦିନ ଆରମ୍ଭ ହୋଇଛି ସମ୍ପର୍କ
ପ୍ରଗାଳ ହୋଇବ ସେ ସମ୍ପର୍କ ଦିନେ ଜୀବନ ହୋଇବ ସାର୍ଥକ

Se shubha lagana pain keundina hoichi samparka
Pragala hoiba se samparka dine jeebana hoiba sarthaka.

new odia sms

କେବଳ ତୁମେ ହିଁ ମୋ ହୃଦୟର ନିକଟତର
ତୁମର ପ୍ରେମ ହିଁ ମୋର ପ୍ରକୃତ ଭାଗ୍ୟ
ଏପର୍ଯ୍ୟନ୍ତ ମୁଁ ମୋ ଜୀବନରେ ହାରି ଆସିଛି
ତୁମର ଉପସ୍ଥିତି ଏହି ଜୀବନର ଏକମାତ୍ର ବିଜୟ

Kebala tume hni mo hrudayara nikatatara
Tumara prema hni mora prakruta bhagya
A parjyanta mu mo jeebanare hari asichi
Tumara upastiti ehi jeebanara ekamatra bijaya

Comments

comments