OdiaWeb- Odia Film, Music, Songs, Videos, SMS, Shayari, Tourism, News

ସୁଜି ବରା

Suji bara

Suji bara

ସାମଗ୍ରୀ:
୧କପ୍ ସୁଜି
୨ଟା ଆଳୁ
୧ଟା ପିଆଜ
୪ଟା କଞ୍ଚାଲଙ୍କା
କିଛି ଧନିଆଁପତ୍ର
ଛାଣିବା ପାଇଁ ତେଲ
ଦରକାର ମୁଟାବକ ଲୁଣ
ପ୍ରସ୍ତୁତି:
ସୁଜିକୁ ୧କପ୍ ପାଣି ଦେଇ ଅଧଘଣ୍ଟା ଭିଜାଇ ରଖ |ଆଳୁ ସିଝାଇ ସେଥିରେ ଲୁଣ ଦେଇ ଚକଟ |କଟା ପିଆଜ ,ଲଙ୍କା,ଅଦା,ଧନିଆପତ୍ର ଚକଟା ସାଙ୍ଗରେ ମିଶାଇ ଭଲ ଭାବରେ ଚକଟି ନିଅ |ତେଲ ଗରମ ହେଲେ ଛୋଟ ଛୋଟ ବରା ସାଇଜ୍ ର ଛାଣିବେ|

Comments

comments