OdiaWeb- Odia Film, Music, Songs, Videos, SMS, Shayari, Tourism, News

ଷ୍ଟିମ୍ ସନ୍ଦେଶ

Stim Sandesh

Stim Sandesh

ଉପାଦାନ: ୪କପ୍ ,ଚିନି ୩ କପ୍,ଘିଅ ୨ ଚାମଚ,ଗୁଜୁରାତି ୪ଟା,ମଇଦା ୧ ଚାମଚ|

ପ୍ରସ୍ତୁତି:

ଛେନାରୁ କନା ସାହାଯ୍ୟରେ ପାଣି ବାହାର କରି ଦିଅନ୍ତୁ |ଶୁଖିଲା ଛେନା ସହିତ ଚିନି,ଘିଅ,ଗୁଜୁରାତି ଗୁଣ୍ଡ ଏବଂ ମଇଦାକୁ ଭଲଭାବରେ ଚକଟି ଦଳି ଦିଅନ୍ତୁ |ଏହାକୁ ଏକ ପାତ୍ରରେ ଘିଅମାରି ରଖନ୍ତୁ |ପ୍ରେସ୍ ର କୁକ୍ ରରେ ଅଲ୍ପ ପାଣି ଦେଇ ଏହି ପାତ୍ରକୁ ଷ୍ଟିମ୍ କରାଇବେ |ଯେତେବେଳେ ଛେନା ଜମି ଆସିବ ଠିକ୍ ସେତିକି ବେଳେ ଏହାକୁ ଥଣ୍ଡା କରନ୍ତୁ |ଥଣ୍ଡା ହୋଇଗଲେ ଏହାକୁ ଖଣ୍ଡ ଖଣ୍ଡ କାଟିନେବେ |

Comments

comments