OdiaWeb- Odia Film, Music, Songs, Videos, SMS, Shayari, Tourism, News

ମୂଳା ଭଜା

Mula bhaja
Mula bhaja

ସାମଗ୍ରୀ :
ମୂଳା- ୨ଟା
ଆଳୁ -୨ଟା
ଲାଲଲଙ୍କା -୨ଟା
ଫୁଟଣ-୧ ଚା ଚାମଚା
ପରିମାଣ ଲୁଣ ଓ ହଳଦୀ
ରିଫାଇନ ତେଲ ୨ ଟେବୁଲ ଚାମଚ

ପ୍ରଣାଳୀ :
ମୂଳା ଚୋପା ଛଡ଼ାଇ ପତଳା ପତଳା ଗୋଲ ଗୋଲ କାଟ । ଆଳୁ ଚୋପାଛଡ଼ାଇଗୋଲ ଗୋଲ ମୋଟା ମୋଟା କାଟ । କରେଇରେ ଦେଲ ଗରମ କରି ଲାଲ୍‌ଲଙ୍କା ଓ ଫୁଟଣ ଫୁଟାଅ । ସେଥିରେ ମୂଳା ଓ ଆଳୁ ପକାଅ । ଲୁଣ, ହଳଦୀ ପକାଇ ଢାକିଦିଅ । ଢାଙ୍କୁଣୀଖୋଲି ବାଦାମୀରଙ୍ଗ ହେବାପର୍ଯ୍ୟନ୍ତ ଭାଜି ଭାଜି ଓହ୍ଲାଅ ।

Comments

comments