
ସାମଗ୍ରୀ :
ମାଂସ କିମା -୨୫୦ ଗ୍ରାମ୍
ଅଣ୍ଡା–୨ଟି
ଲେମ୍ବୁରସ- ଫାଳେ ଲେମ୍ବୁର
ଲୁଣ-ସ୍ୱାଦାନୁସାରେ
ଗ୍ରୀନ୍ ମଟର ସିଝା–୧/୨ କପ୍
ବଡ଼ ସ୍ନାଇସ୍ ବ୍ରେଡ୍ -୮ଟି
କ୍ଷୀର -୧ ଟେବୁଲ୍-ଚାମଚ
ଗୋଲମରିଚ ଗୁଣ୍ଡ-୧ ଚାମଟ
ଚିଜ୍ ସ୍ଲାଇସ୍- -୪ଟି
ପ୍ରଣାଳୀ :
ମାଂସ କିମାରେ ଅଣ୍ଡା, ଲେମ୍ବୁ ଓ ଲୁଣ ପକାଇ ଭଲକରି ଗ୍ରାଇଣ୍ଟ୍ କରିଦିଅନ୍ତୁ । ଏକ ଟିଫିନ୍ରେ ତେଲ ମାରି ଏହି ମିଶ୍ରଣ ସହ ମଟନ୍ କିମା ପକାଇ୍ ଡବା ବନ୍ଦ କରି କୁକର୍ରେ ପାଣି ଦେଇ ଟିଫିନ୍ ରଖୁ ୨ଟି ହ୍ୱିସିଲ୍ ମାରିବାଯାଏଁ ସିଝାନ୍ତୁ । କୁକର୍ ଥଣ୍ଡା ହେଲେ କାଢ଼ି କାଟି ସ୍ଲାଇସ୍ ପରି କରନ୍ତୁ । ବ୍ରେଡ୍ ସ୍ନାଇସ୍ରେ କ୍ଷୀର ମାରି ନରମ କରି ମଝିରେ କିମା ସ୍ଲାଇସ୍, ଚିଜ୍ ସ୍ଲାଇସ୍ ଓ ଗୋଲମରିଚ ଗୁଣ୍ଡ ପକାଇ ଟୋଷ୍ଟର୍ରେ ଟୋଷ୍ଟ୍ କରି ଗରମ ଗରମ ସସ୍ ସହ ଖାଇବାକୁ ଦିଅନ୍ତୁ ।
Comments
comments