OdiaWeb- Odia Film, Music, Songs, Videos, SMS, Shayari, Tourism, News

ମାଡ୍ରାସୀ ଆଳୁ ତରକାରି

Madrashi aloo tarakari
Madrashi aloo tarakari

ସାମଗ୍ରୀ :
ଆଳୁ- ୪ ଟା
ଜିରା-୧/୨ ଚା ଚାମଚ
ଲାଲ୍‌ଲଙ୍କା-୪ଟା
କଞ୍ଚାଲଙ୍କା-୪ ଟା
ଅଦା- ଅଧ ଇଞ୍ଚ
ବୁଟଡାଲି-୧ ଚା ଚାମଚ
ଭୃସଙ୍ଗପତ୍ର୍-୨ ପାଖୁଡା
ଲୁଣ-ସ୍ୱାଦାନୁସାରେ
ହଳଦୀ-୨ ଚାମଚ
ରିଫାଇନ୍ ତେଲ-୧ ଟେବୁଲ୍ ଚାମଚ

ପ୍ରଣାଳୀ:
ଆଳୁ ସିଝାଇ ନେଇ ଭଙ୍ଗା ଭଙ୍ଗା କରି ଦିଅ । କରେଇରେ ତେଲ ଗରମ କରି ବୁଟଡାଲି ଦିଅ । କରେଇରେ ଲାଲ୍‌ଲଙ୍କା ଓ ଜିରା ଫୁଟାଇ ଆଳୁ ପକାଇ । ଲୁଣ , ହଳଦୀ ଓ ଭୃସଙ୍ଗପତ୍ର ଦିଅ । ଅଦା ଓ କଞ୍ଚାଲଙ୍କା ଛେଚି ପକାଅ । ଟିକେ ଘାଣ୍ଟି ୧ କପ୍ ପାଣି ଦିଅ । ପାଣି ଫୁଟି ଜୁକୁଜୁକୁ ହେଲେ ତରଆରି ଓହ୍ଲାଇ ଦିଅ ।

Comments

comments