OdiaWeb- Odia Film, Music, Songs, Videos, SMS, Shayari, Tourism, News

ଭେଜିତେବୁଲ୍ ଚିକେନ୍

Vegetable chicken

Vegetable chicken

ଉପାଦାନ:

ଚିକେନ୍.ଲୁଣ,ଲେମ୍ବୁ ରସ,ଗୋଲମରିଚ ଗୁଣ୍ଡ,ତେଲ,ଗାଜର,ବନ୍ଧାକୋବି,କ୍ୟାପିସିକମ୍,ଲଙ୍କାଗୁଣ୍ଡ,ଲୁଣ,ଚିକେନ୍ ମସଲା ପାଉଡର୍ |

ପ୍ରସ୍ତୁତି:

ଗୋଟିଏ ଚିକେନ୍ ଗୋଟିକିଆ ଛାତି ଅଂଶ ଛୁରୀରେ ନେଇ ଅଳ୍ପ ଅଳ୍ପ କଣାକରି ଲୁଣ,ଲେମ୍ବୁରସ,ଗୋଲ୍‌ମରିଚ ଗୁଣ୍ଡ ଗୋଳାଇ ପ୍ରାୟ ୧୫ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ |ଏକ ପ୍ୟାନରେ ବଡ ଚାମଚ ତେଲ ପକାଇ ଅଳ୍ପ ଗାଜର,ବନ୍ଧାକୋବି ଓ କ୍ୟାପିସିକମ୍ କଟା ପକାଇ ଭାଜନ୍ତୁ |ଏଥିରେ ସାମନ୍ୟ ଲଙ୍କା ଗୁଣ୍ଡ ,ଲୁଣ,ଲେମ୍ବୁ ରସ .ଟିକିଏ ଗରମ ମସଲା ଗୁଣ୍ଡ ପକାଇ ଘାଣ୍ଟନ୍ତୁ |ଚିକେନ୍ ଭିତରେ ପରିବା ଭଜା ପୁରାନ୍ତୁ |ଏବେ ଚିକେନ୍ ଖଣ୍ଡକୁ ଓଭେନ୍ ରେ ବସାନ୍ତୁ |ସିଝିଗଲା ପରେ ବାହରକୁ ଆଣି ଗୋଟା ବା ଖଣ୍ଡ ଖଣ୍ଡ କରି ପରଷନ୍ତୁ |

Comments

comments