
ସାମଗ୍ରୀ :
ବେସନ- ୧ କପ୍
ଜିରା-୧ ଚା ଚାମଚ
ଧନିଆପତ୍ର
ପରିମାଣ ଲୁଣ
ଅଦା -ଅଧ ଇଞ୍ଚର
କଞ୍ଚାଲଙ୍କା- ୪ଟା
ପାଣି-୨କପ୍
ରିଫାଇନ୍ ତେଲ
ପ୍ରଣାଳୀ :
ଅଦା ,କଞ୍ଚାଲଙ୍କା ,ଧନିଆପତ୍ର ,ଚୂନାଚୂନା କାଟି ନିଅ | ବେସନରେ ପାଣି ,ଲୁଣ,ଜିରା ,ଅଦାକଟା ପ୍ରଭୃତି ଭଲଭାବରେ ମିଶାଇନିଅ | ଏହା ଚକୁଳି ଆଣ ପରି ଯେପରି ହୁଏ | ଦରକାର ହେଲେ ଅଳ୍ପ ପାଣି ମିଶାଇପାରନ୍ତି | ତାୱା ଗରମ କରି ସେଥିରେ ତେଲ ମାରି ପତଳା ଚକୁଳି କରିବେ | ଏହା କୁରକୁରା କରି ଗରମ ଗରମ ଖାଇବାକୁ ଦେବ |
Comments
comments