OdiaWeb- Odia Film, Music, Songs, Videos, SMS, Shayari, Tourism, News

ଟମାଟର ପଲାଉ

mast pulao main
Tamato pulao 

 

ସାମଗ୍ରୀ :
ବାସୁମତୀ ଚାଉଳ-୫୦୦ ଗ୍ରାମ୍
ପିଆଜ-୧ଟି
ଟମାଟୋ-୨ ଟିଏଗିଅ-ବଡ ୩ ଚାମଚ
ଜିରା-୧ ଚାମଚ
ଅଳେଇଚ-୬ଟି
ଲବଙ୍ଗ-୬ଟି
ଲଙ୍କାଗୁଣ୍ଡ-୧ ଚାମଚ
ଟମାଟୋ ପୁରୀ- ୨ ଟେବୁଲ୍-ଚାମଚ
ଟମାଟୋ ଜୁସ୍-୨୫୦ ମିଲିଗ୍ରାମ୍
ପିଆଜ- ଲାଲ୍ ଛଣା
ପ୍ରଣାଳୀ:
ଚାଉଳକୁ ୨୦ ମିନିଟ୍ ପାଇଁ ବତୁରାନ୍ତୁ , ତା ପରେ ଛାଣି ରଖନ୍ତୁ | ପିଆଜକୁ ସରୁ ଲମ୍ବାରେ କଟନ୍ତୁ ଓ ଟମାଟୋକୁ କାଟି ରଖନ୍ତୁ | କରେଇରେ ବା ପ୍ୟାନରେ ଘିଅ ଗରମ କରନ୍ତୁ | ସେଥିରେ ଜିରା, ଅଳେଇଚ, ଲବଙ୍ଗ ପକାଇ ଫୁଟିଲ୍ ପିଆଜ
ପକାନ୍ତୁ | ପିଆଜ ଲାଲ୍ ହୋଇଗଲେ ଟମାଟୋ ଓ ଲଙ୍କାଗୁଣ୍ଡ ପକାଇ ନରମ ହେବାଯାଏଁ ରାନ୍ଧନ୍ତୁ | ଏଥର ଚାଉଳ ପ୍କାଇ ୩ ମିନିଟ୍ ଭାଜନ୍ତୁ ଓ ତାପରେ ଟମାଟୋ ପ୍ୟୁରୀ,ଜିସ୍,୪୫୦ ମିଲିଲିଟର ପାଣି ଓ ଆବଶ୍ୟକ ପରିମାଣର ଲୁଣ ପକାଇ ଫୁଟାନ୍ତୁ | ପାଣି ଫୁଟିଗଲେ ଘୋଡଣୀ ଦେଇ କମ୍ ଆଞ୍ଚରେ ଭାତ ହେବାଯାଏଁ ରାନ୍ଧୁନ୍ତୁ | ହୋଇଗଲେ ଶେଷରେ ଭଜା ପିଆଜ ମିଶାଇ ସର୍ଭିଙ୍ଗ୍ ପ୍ଲେଟ୍‌କୁ‌ କାଢି ଖାଇବାକୁ ଦିଅନ୍ତୁ |

 

Comments

comments