OdiaWeb- Odia Film, Music, Songs, Videos, SMS, Shayari, Tourism, News

ଗୋଟା ଭେଣ୍ଡି

gota bhendi bhaja
gota bhendi bhaja

ସାମଗ୍ରୀ :
ଭେଣ୍ଡି-୨୫୦
ଜିରା ଟିପେ
ଧନିଆଗୁଣ୍ଡ-୧ ଟେବୁଲ ଚାମଚ଼
ଜିରାଗୁଣ୍ଡ-୧/୨ ଚାମଚ
ମହୁରି ଛେନା – ୧/୨ ଚା ଚାମଚ
ଗରମ ମସଲା- ୧/୨ ଚାମଚ
ଲୁଣ-ସ୍ୱାଦାନୁସାରେ
ହଳଦୀ-୧ ଚାମଚ
ରିଫାଇନ ତେଲ-୨ ଟେବୁଲ ଚା ଚାମଚ

ପ୍ରଣାଳୀ :
ଭେଣ୍ଢିକୁ ଧୋଇ ନେଇ ଭୁଣ୍ଡି କାଟି ଦିଅ । ଗୋଟିଏ ଭେଣ୍ଡିର ପେଟକୁ ଚିରି ଚିରି ଦିଅ । ଜିରା ଗୁଣ୍ଡ, ଧନିଆଗୁଣ୍ଡ, ଲଙ୍କାଗୁଣ୍ଡ ମହୁରି ଛେଚ଼ା, ଗରମ ମସଲା, ଲୁଣ, ହଳଦୀକୁ ଦୁଇ ଟେବୁଲ ଚାମଟ଼ ପାଣି ଦେଇ ମିଶାଇ ନେଇ ଭେଣ୍ଡି ଭିତରେ ଭର୍ତ୍ତି କରି ଦିଅ । କରେଇରେ ତେଲ ଗରମ କରି ଏହି ଭେଣ୍ଡିଗୁଡ଼ିକ ପକାଇ ଢାଙ୍କିଦିଅ । କମ୍‌ ନିଆଁରେ ରଖ । ଭେଣ୍ଡି ସିଝିଗଲେ୍ ଢାଙ୍କୁଣୀ ଖୋଲି ଭଜା ଭଜା କରି ଓହ୍ଲାଇଦିଅ ।

Comments

comments