OdiaWeb- Odia Film, Music, Songs, Videos, SMS, Shayari, Tourism, News

କଦଳୀ ଭଜା

kadali bhaja
kadali bhaja

ସାମଗ୍ରୀ
କଞ୍ଚାକଦଳୀ – ୨ଟା
ଆଳୁ -୨ଟା –
ଜିରା -୧ ଚା ଚାମଚ
ଲାଲଲଙ୍କା – ୨ଟା ୩
ପରିମାଣ ଲୁଣ, ହଳଦୀ
ଭଳା ଜିରାଲଙ୍କା ଗୁଣ୍ଡ – ୧ ଚା ଚାମଚ
ରିଫାଇନ୍‌ ତେଲ – ୧ ଟେବୁଲ୍‌ ଚାମଚ

ପ୍ରଣାଳୀ
କଦଳୀ ଓ ଆଳୁ ଚୋପା ଛଡ଼ାଇ ମୋଟା ମୋଟା ଚେକା ଚେକା କାଟ । କରେଇରେ ଏକ କପ୍‌ ପାଣି ଦେଇ କଦଳୀ ଓ ଆଳୁକୁ ଲୁଣ ଓ ହଳଦୀ ଦେଇ ସିଝାଇ ନିଅ । କରେଇରୁ କାଢ଼ି ରଖ୍‌ କରେଇକୂ ଧୋଇ ଗରମ କର | ସେଥ୍‌ରେ ଲାଲ୍‌ଲଙ୍କା ଓ ଜିରା ଫୁଟାଅ । ସିଝାପରିଚା ଦେଇ ଭଜା ଭଳା କର । ଭଜା ଜିରାଲଙ୍କା ଗୁଣ୍ଡ ଦେଇ ମିଶାଇ ଖାଇବାକୁ ଦିଅ ।

Comments

comments