OdiaWeb- Odia Film, Music, Songs, Videos, SMS, Shayari, Tourism, News

ଆମ୍ବରସ ଆଇସ୍‌କ୍ରୀମ୍

Mango ice cram
Mango ice cram

ଆମ୍ବର ବହିଳିଆ ରସ -୧ କପ୍
ମରା କ୍ଷୀର -୨ କପ୍
ଗୁଣ୍ଡ ଚିନି- ୨ ଟେବୁମ-ଚାମଚ
ଆରାରୁଟ୍‌ ପାଉଡର-୨ ଚାମଚ
କ୍ରୀମ୍-୨ ଟେବୁଲ୍-ଚାମଚ
ରଙ୍ଗ (କମଳା)-୩ ବୁନ୍ଦା
ଏସେନ୍‌ସ୍(ମ୍ୟାଙ୍ଗୋ)-୩ ବୁନ୍ଦା

ପ୍ରଣାଳୀ:
କ୍ଷୀରରେ ଚିନି ଓ ଆରାରୁଟ ମିଶାଇ ବହଳିଆ କରନ୍ତୁ | ହୋଇଗଲେ କାଢି ଆମ୍ବରସ ଓ କ୍ରୀମ୍ ମିଶାଇ ବ୍ଲେଣ୍ଡ କରନ୍ତୁ |ରଙ୍ଗ ଓ ଏସେନ୍‌ସ ପକାଇ ଆଉଟିକେ ବ୍ଲେଣ୍ଡ କରି କପ୍‌କୁ କାଢି ଫ୍ରିଜ୍‌ରେ ରଖନ୍ତୁ |

Comments

comments