OdiaWeb- Odia Film, Music, Songs, Videos, SMS, Shayari, Tourism, News

ଖୁଆ ପେଡା

khua peda
khua peda

ସାମଗ୍ରୀ :
ଖୁଆ- ୫୦୦ ଗ୍ରାମ୍
କ୍ଷୀର- ୨ କପ୍
ଗୁଣ୍ଡ ଚିନି- ୧ କପ୍
ଘିଅ -ଅଧା କପ୍
ଗୁଜୁରାତି ଗୁଣ୍ଡ- ୨କପ୍
ପିସ୍ତା ଓ କଜୁ ଗୁଣ୍ଡ – ୨ ଚାମଚ
କେଶର- ୧ ଚାମଚ

ପ୍ରଣାଳୀ :
କେଶରକୁ ଅଳ୍ପ ଉଷୁମ କ୍ଷୀରରେ ପକାଇ ମିଶାଇ ବାକି କ୍ଷୀରକୁ ଢାଳି | ଚିନି, ଘିଅ ,କ୍ଷୀର ମିଶାଇ ଚୁଲିରେ ବସାଅ | ଗୁରୁରାଜି ଗୁଣ୍ଡ ପକାଅ | ଖୁଆକୁ ଭଲକରି ହାତରେ ଗୁଣ୍ଡ କରି ଅଳ୍ପ ଅଳ୍ପ ପକାଇ ଗୋଳାଉଥାଅ | ମିଶ୍ରଣ ଶୁଖିଆସିଲେ ଥଣ୍ଡା କରି ହାତରେ ଗୋଲ୍ ଗୋଲ୍ ଚେପ୍‌ଟା ଆକାରରେ କରି ମଝିରେ ପିସ୍ତା ଓ କାଜୁ ଗୁଣ୍ଡ ଦେଇ ହାତରେ ଚାପିଦିଅ| ଫ୍ରିଜ୍‌ରେ ରଖିଦିଅ | ସେଟ୍ ହୋଇଯିବ |

Comments

comments