OdiaWeb- Odia Film, Music, Songs, Videos, SMS, Shayari, Tourism, News

ସୁଜି ହାଲୱା

sooji-ka-halwa
sooji-ka-halwa

ସାମଗ୍ରୀ :
ସୁଜି – ଏକ କପ୍
ଚିନି- ଅଧା କପ୍
ଘିଅ- ୧/୪ କପ୍
ଭଙ୍ଗା କାଜୁ -୧୦/୧୨ ଟା
ପାଣି-ଦୁଇ କପ୍
କିସ୍‌ମିସ୍-୧୦/୧୨ଟା
ଗୁଜରାତି -୪ଟା

ପ୍ରାଣାଳୀ:
ଘିଅ ଗରମ କରି ଭଙ୍ଗା କାଜୁ ଭାଜି କାଢା ରଖ | ସେଥିରେ ସୁଜି ପକାଇ କମ୍ ନିଆଁରେ ଭଲଭାବରେ ଭାଜ | ରଙ୍ଗ ବଦଳିବା ଆରମ୍ଭ କଲେ ସେଥିରେ ଚିନି ଓ ପାଣି ଦିଅ | କାଜୁ, କିସ୍‌ମିସ୍ ଗୁଜରାତି ଗୁଣ ଦେଇ ମିଶାମିଶି କରି ଢାଙ୍କିଦିଅ | ପାଞ୍ଚ ମିନିଟ୍ ପରେ ଭଲ ଭାବରେ ମିଶାମିଶି କରି ଖାଇବାକୁ ଦିଅ |

Comments

comments