OdiaWeb- Odia Film, Music, Songs, Videos, SMS, Shayari, Tourism, News

ସୁଜି ବରା

Suji bara
Suji bara

 ସାମଗ୍ରୀ :
ସୁଜି -୧ କପ୍‌
ସିଝା ଆଳୁ – ୪ଟା
ଅଦା – ଅଧଇଞ୍ଚ
କଞ୍ଚାଲଙ୍କା – ୬ଟା
ଧନିଆପତ୍ର କିଛି
ଲୁଣ – ସ୍ୱାଦାନୁସାରେ
ଛାଣିବାପାଇଁ ତେଲ
ପାଣି ଏକ କପ୍‌

ପ୍ରଣାଳୀ :
ସୁଜି ଓ ପାଣି ମିଶାଇ ଏକ ଘଣ୍ଟା ରଖ । ଅଦା, କଞ୍ଚାଲଙ୍କା, ଧନିଆପତ୍ର କାଟି ରଖ | ସୁଜିରେ ଆଳୁ ଚୋପା ଛଡ଼ାଇ ଚକଟି ନିଅ ।` ସେଥିରେ ଅଦା, କଞ୍ଚାଲଙ୍କା ଓ ଧନିଆପତ୍ର କଟାସବୁ ମିଶାଇ ନିଅ ଲୁଣ ଦେଇ । କରେଇରେ ତେଲ ଗରମ କରି ଛ୍ରୋଟ ହୋଟ ବରା ଛାଣି ନିଅ ।

Comments

comments