
ସାମଗ୍ରୀ :
ସୁଜି – ୨ କପ୍
ମଇଦା – ୨ ଟେବୁଲ ଚାମଚ
ଦହି -ଏକ କପ୍
ଜିରା – ଏକ ଚା ଚାମଚ
ପାଣି ୨ କପ୍
ଅଦା – ଅଧ ଇଞ୍ଚ୍
କଞ୍ଚାଲଙ୍କା -୫ଟା
ରିଫାଇନ୍ ତେଲ
ପ୍ରଣାଳୀ :
ସୁଜି, ମଇଦା, ଦହି ପାଣି ଓ ଲୁଣ ମିଶାଇ ( ଭଲଭାବରେ ) ଘଣ୍ଟାଏ ରଖ | ଦୋସା କଲା ଆଗରୁ ସେଥିରେ ଜିରା, ଅଦା ଓ କଞ୍ଚାଲଙ୍କା କଟା ମିଶାଇ ପତଳା ଦୋସା କର |
Comments
comments