OdiaWeb- Odia Film, Music, Songs, Videos, SMS, Shayari, Tourism, News

ସୁଜି ଚକୁଳି

suji Chakuli

suji Chakuli

ସାମଗ୍ରୀ:
୧କପ୍ ସୁଜି
ବଟା ପିଆଜ
୨ଟା କଞ୍ଚାଲଙ୍କା
୨କପ୍ ପାଣି
ପରିମାଣ ମୁତାବକ ଲୁଣ
ଦରକାର ମୁତାବକତେଲ

ପ୍ରସ୍ତୁତି:
ପିଆଜ,କଞ୍ଚାଲଙ୍କା ଚୂନାଚୂନା କରି କାଟିନିଅ |ସୁଜି,କଟା ପିଆଜ,ଲଙ୍କା,ପାଣି ଲୁଣ ଭଲଭାବରେ ମିଶାଇ ନିଅ |ତାୱାରେ ତେଲ ଦେଇ ମୋଟା ମୋଟା ସୁଜି ଚକୁଳିକର | ଉପରେ ତେଲ ଦେଇ ମୁସ୍‌ ମୁସ୍‌ କରିପାର |

Comments

comments