
ସାମଗ୍ରୀ :
ସିମେଇ -୧ କପ୍
କ୍ଷୀର -୨ କିଲୋ
ଭଙ୍ଗା କାଜୁ – ୮\୧୦ ଟା
କିସ୍ମିସ୍-୮/୧୦ ଟା
ଗୁଜରାତି- ୪ଟା
ଘିଅ- ୧ଟେବୁଲ ଚାମଚ
ଚିନି- ୧/୨ କପ୍
ପ୍ରାଣାଳୀ :
ଘିଅରେ କାଜୁ ଭାଜି ନେଇ କଢି ଦିଅ | ସେଥିରେ ସିମେଇ ଭାଜି | ସିମେଇ ରଙ୍ଗ ବଦଳାଇବା ସଙ୍ଗେ ସଙ୍ଗେ କ୍ଷୀର ପକାଇ ଦିଅ | କ୍ଷୀର ଫୁଟୁଥିବା | ଅଳ୍ପ ବହଳା ହେବା ଆଗରୁ ଚିନି,କାଜୁ,କିସ୍ମିସ୍ ଓ ଗୁଜରାତି ଗୁଣ୍ଡ ପକାଇ ଓହ୍ଲାଇବ | କ୍ଷୀର ଓହ୍ଲାଇଲା ପରେ ବି ସିମେଇ କ୍ଷୀରରେ ଭିଜି ମୋଟେ ହେବ | ତେଣୁ କ୍ଷୀରୀ ପତଳା ଥିବା ଅବସ୍ଥାରେ ଓହ୍ଲାଇନେବା ଭଲ |
Comments
comments