
ସାମଗ୍ରୀ :
ସିମେଇ -୨ କପ୍
ପାଣି -୨ କପ୍ ୨.
ଆଳୁ -ଗୋଟାଏ .
ଗାଜର -୧/୨
ମଟରମଞ୍ଜା – ମୁଠାଏ
କଞ୍ଚାଲରା – ୪ଟା
ଅଦା – ଟିକେ
ଭୂସଙ୍ଗପତ୍ର – ୨ ପାଖୁଡ଼ା
ଜିରା -୧/୨: ଚା ଚାମଚ
ବୁଟଡାଲି – ୧ ଚା ଚାମଚ
ଫୁଲକୋବି ୪ ପାଖୁଡ଼ା
ଟମାଟୋ – .୧ଟା
ଭଙ୍ଗା କାଳୁ -୮ /୧୦ ଟା
ରିଫାଇନ୍ ତେଲ – ୩ ଟେବୁଲ ଚାମଚ
ପ୍ରଣାଳୀ :
ଆଳୁ, ଗାଜର, ଫୁଲକୋବି ଚୂନାଚୂନା କାଟ | କଞ୍ଚାଲଙ୍କା, ଅଦା, ଟମାଟୋ ଚୂନାଚୂନା ଅଲଗା କାଟ । ଶୁଖିଲା କରେଇରେ ସିମେଇ ଅଳ୍ପ ଭାଜି କାଢ଼ି ରଖ । କରେଇରେ ତେଲ୍ ଗରମ କରି ଚଣାଡାଲି ଦିଅ । କାଜୁ ଦିଅ । ଜିରା ଫୁଟାଅ । ଆଳୁ କଟା ପ୍ରଭୃତି ପକାଇ ଭଜାଭଳା କର । ସେଥି ଭୃସଙ୍ଗ ପତ୍ର ଦିଅ । ପାଣି ଦେଇ ଦିଅ । ପାଣି ଫୁଟିଲେ ସିମେଇ, ଟମାଟୋ, ଅଦା, ଲଙ୍କା କଟାସବୁ ମିଶାଇ ନେଇ ଢାଙ୍କୁଣୀ ଦେଇ ଦିଅ । ଗ୍ୟାସ୍ ବନ୍ଦ୍ କରି ଦିଅ ।
Comments
comments