
ସାମଗ୍ରୀ:
ମଇଦା-୨ କପ୍
୧/୨ ଲିଟର କ୍ଷୀର ମାରି-୧ କପ୍ ରଖନ୍ତୁ
ତେଲ-୧ କପ୍
ବେକିଂ ପାଉଡର- ୧ ଚାମଚ
ଗୁଣ୍ଡଚିନି-୨ କପ୍
ଖାଇବା ସୋଢା-୧/୪ ଚାମଚ
କଡେନ୍ସଡ୍ ମିଲ୍ଲ-୧ ଡବା
ଫ୍ରେସ କ୍ରୀମ୍-୧ କପ୍
ଲୁଣ-୧/୪ ଚାମଚ
ଭାନିଲା ଏସେନସ୍-୧/୨ ଚାମଚ
ଲାଇମ୍ କ୍ରୀମସ୍-୧ ଟେବୁଲ୍-ଚାମଚ ( ଏହା କରିବା ପାଇଁ ଲେମ୍ବୁର ଉପରେ ହଳଦି ଚୋପାକୁ କଦୁକସ୍କରେ କୋରି ବାହାର କରନ୍ତୁ । ଧଳା ଅଂଶ ଆସିଲେ ଆଉ କୋରିବେନି ,ଏହା ପିତା ଲାଗିବ ।
ପ୍ରଣାଳୀ:
ଭାନିଲା ଏସେନସ୍ ବ୍ୟବହାର କରି ଖ୍ରୀଷ୍ଟମାସ କେକ୍ ପରି ପ୍ରଣାଳୀରେ ସାମଗ୍ରୀଗୁଡିକୁ ଫେଣ୍ଟି ନରମ ଆଣ କରନ୍ତୁ । ତେଲଲଗା ଟ୍ରେରେ ଢାଳି ଉପରେ ଲାଇମ୍ କ୍ରୀମସ୍ ପକାଇ ପ୍ରହିଟେଡ୍ ଓଭାନରେ ୫୦ ମିନିଟ୍ ପାଇଁ ୧୨୦ cରେ ବେକ୍ କରନ୍ତୁ । ଥଣ୍ଡା ହେଲା ପରେ ମନପସନ୍ଦ ଆଇସିଂରେ ସଜାନ୍ତୁ ।
Comments
comments