OdiaWeb- Odia Film, Music, Songs, Videos, SMS, Shayari, Tourism, News

ସଜନା ଶାଗ ମୁଗଡାଲି ତରକାରି

sajana saga mugadali
sajana saga mugadali

ସାମଗ୍ରୀ:
ସଜନା ଶାଗ- ୧ କପ୍
ମୁଗଡାଲି-୧/୨ କପ୍
ଲୁଣ-ସ୍ୱାଦାନୁସାରେ
ହଳଦି-୧/୨ ଚାମଚ
ଛେଚା ରସୁଣ-୧ ଚାମଚ
ଛେଚା କଞ୍ଚାଲଙ୍କା-୧ ଚାମଚ
ନଡିଆ କୋରା- ୧ ଟେବୁଲ୍-ଚାମଚ
ସୋରିଷ ତେଲ- ୧ ଚାମଚ
ଫୁଟଣ-ଅଳ୍ପ

ପ୍ରଣାଳୀ:
ମୁଗଡାଲି ଧୋକା ଲୁଣ,ହଳଦି ଦେଇ ଗୋଟିଏ ସିଟି ମାରି ସିଝାଇ ରଖନ୍ତୁ | କରେଇରେ ତେଲ ଗରମ କରି ଫୁଟାଇ ରସୁଣ,ଲଙ୍କା ପକାଇ ଭାଜନ୍ତୁ | ରସୁଣ ଲାଲ୍ ହେଲେ ଶାଗ ପକାଇ ଭାଜନ୍ତୁ , ଅଳ୍ପ ଲୁଣ ଦିଅନ୍ତୁ | ନରମ ହେଲେ କୋରା ନଡିଆ ପକାଇ ଘାଣ୍ଟନ୍ତୁ | ତା ପରେ ସିଝା ଡାଲି ମିଶାନ୍ତୁ | ଫୁଟିଗଲେ କାଢି ଭାତ ବା ରୁଟି ସହ ପରଶନ୍ତୁ |

 

Comments

comments