OdiaWeb- Odia Film, Music, Songs, Videos, SMS, Shayari, Tourism, News

ଶେଉଳ ମାଛ ଆମ୍ବ ଝୋଳ

sheula machha

sheula machha

ସାମଗ୍ରୀ:
୫୦୦ ଗ୍ରାମ ଶେଉଳ ମାଛ
୧ ଟା କଞ୍ଚାଆମ୍ବ
୫ଟା ଲାଲ୍ ଲଙ୍କା
୧ଟେବୁଲ୍ ଚାମଚ ଫୁଟଣ
୪ଟେବୁଲ୍ ଚାମଚ ସୋରିଷ ତେଲ
ଦରକାର ମୁତାବକ ଲୁଣ ଓ ହଳଦୀ

ପ୍ରସ୍ତୁତି:
ମାଛ ଛୋଟ ଛୋଟ ଖଣ୍ଡ କରି କାଟିବେ |ଫୁଟଣ ଓ କଞ୍ଚା ଲଙ୍କା ଶୁଖିଲା କଡାଇରେ ଭାଜି ଗୁଣ୍ଡ କରି ରଖିବେ |କଡାଇରେ ତେଲ ଦେଇ ମାଛ ସବୁ ଲାଲକରି ଭାଜିବେ |ସେଇ ତେଲରେ ଆମ୍ବ ଏବଂ ଲୁଣ ଓ ହଳଦୀ ଦେଇ ଏକ କପ୍ ପାଣି ଦେବେ |ପାଣି ଫୁଟିଲେ ମାଛ ଦେଇ ତରକାରି ଓହ୍ଲାଇ ଦେବେ |

Comments

comments