OdiaWeb- Odia Film, Music, Songs, Videos, SMS, Shayari, Tourism, News

ଶିମ୍ବ ରାଇ

Simba Rai
Simba Rai

ସାମଗ୍ରୀ :
ଶିମ୍ବ-୨୫୦ଗ୍ରାମ
ଟମାଟୋ-୧ଟା
ସୋରିଷ-୧ ଟେବୁଲ୍-ଚାମଚ
ଜିରା-୧ଚା ଚାମଚ
କଞ୍ଚାଲଙ୍କା- ୫ଟା
ପରିମାଣ ଲୁଣ,ହଳଦୀ
ଫୁଟଣ-୧/୨ ଚା ଚାମଚ
ଲାଲ୍‌ଲଙ୍କା-୧ଟା
ତେଲ-୧ ଟେବୁଲ୍-ଚାମଚ

ପ୍ରଣାଳୀ:
ଶିମ୍ବ ବଡ ବଡ ଖଣ୍ଡ କାଟି ଲୁଣ ,ହଳଦୀ ଦେଇ ସିଝାଇ ରଖ । ଟମାଟୋ ଛୋଟ ଛୋଟ , କାଟ । ସୋରିଷ,ଜିରା ଓ କଞ୍ଚାଲଙ୍କା ବାଟି ନିଅ । କରେଇରେ ତେଲ ଗରମ କରି ଲାଲ୍‌ଲଙ୍କା ଓ ଫୁଟାଅ । ସେଥିରେ ଟମାଟୋ କଟା, ବଟାମସଲା, ଶିଝା ଶିମ୍ବ ଦେଇ ଭଜା ଭଜା କର । ଧନିଆପତ୍ର କଟା ତା ଉପରେ ଦେଇ ମିଶାଇ ଓହ୍ଲାଇ ଦିଅ ।

Comments

comments