OdiaWeb- Odia Film, Music, Songs, Videos, SMS, Shayari, Tourism, News

ଶିମ୍ବ ତରକାରି

simba tarkari
simba tarkari

ସାମଗ୍ରୀ :
ଶିମ୍ବ-୨୫୦
ଆଳୁ-୨ଟା
ଟମାଟୋ-୧ଟା
ଧନିଆଗୁଣ୍ଡ-୧ ଟେବୁଲ୍ ଚାମଚ
ଜିରାଗୁଣ୍ଡ୍ – ୧ ଚା ଚାମଚ
ଲୁଣ-ସ୍ୱାଦାନୁସାରେ
ହଳଦୀ- ୧ ଚାମଚ
ଫୁଟଣ-୧/୨ ଚା ଚାମଚ
ଲଙ୍କାଗୁଣ୍ଡ -୧/୨ ଚା ଚାମଚ
ତେଲ-୨ ଟେବୁଲ୍-ଚାମଚ

ପ୍ରଣାଳୀ :
ଶିମ୍ବ ଓ ଆଳୁ ଲମ୍ବା କାଟ ।ଟମାତୋ ଛୋଟ ଛୋଟ କାଟିରଖ । କରେଇରେ ତେଲ ଗରମ କରି ଫୁଟଣ ଫୁଟାଅ । ଶିମ୍ବ ଓ ଆଳୁ କଟା ପକାଅ । ଲୁଣ,ହଳଦୀ ପକାଇ ଅଳ୍ପ ଭଜା । ୫ମିନିଟ୍ ପରେ ସେଥିରେ ଟମାଟୋ କଟା, ବଟାମସଲା, ଶିଝା ଶିମ୍ବ ଦେଇ ଭଜା ଭଜା କର । ଧନିଆପତ୍ର କଟା ତା ଉପରେ ଦେଇ ମିଶାଇ ଓହ୍ଲାଇ ଦିଅ ।

Comments

comments